Home Coronavirus Outbreak ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ନୂଆ ଆକ୍ରାନ୍ତ...

ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୦ ମୃତ

55

ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୭,୪୧୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୪,୮୫,୯୨୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୭,୧୬୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୮୫,୮୫୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୪୩୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୪୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୨,୫୧୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୪%

ଆରୋଗ୍ୟ ହୋଇଛନ୍ତି ୯୭.୫୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୬, ୦୬, ୫୨, ୦୩୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୫, ୦୫, ୦୭୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୯, ୮୪, ୨୭, ୦୮୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୯୭, ୫୫୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୬୩୪୧ ୧୯୬୫୬୫୭ ୧୯୨୯ ୧୩୬୭୧ ୧୧
ଅରୁଣାଚଳ ପ୍ରଦେଶ ୧୭୬୩ ୪୯୬୪୦ ୨୧୫ ୨୫୨
ଆସାମ ୮୭୭୨ ୫୬୭୧୧୩ ୧୦୧୨ ୫୫୧୩ ୧୧
ବିହାର ୨୦୪ ୭୧୫୬୬୫ ୩୦ ୯୬୪୯
ଚଣ୍ଡିଗଡ଼ ୪୨ ୬୧୧୮୨ ୮୧୧
ଛତିଶଗଡ ୧୦୩୭ ୯୮୯୨୮୪ ୧୫୬ ୧୩୫୪୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୯
ଦିଲ୍ଲୀ ୪୭୧ ୧୪୧୧୬୧୨ ୩୦ ୨୫୦୭୩
୧୦ ଗୋଆ ୮୮୪ ୧୬୮୬୨୨ ୧୦୩ ୩୧୭୭
୧୧ ଗୁଜୁରାଟ ୧୭୯ ୮୧୪୯୫୬ ୨୨ ୧୦୦୭୮
୧୨ ହରିୟାଣା ୬୬୦ ୭୫୯୯୨୪ ୨୦ ୯୬୬୧
୧୩ ହିମାଚଳ ପ୍ରଦେଶ ୨୭୦୫ ୨୦୪୪୫୭ ୨୮୪ ୩୫୫୭
୧୪ ଜାମ୍ମୁ କାଶ୍ମୀର ୧୧୫୮ ୩୧୮୦୨୫ ୧୫୩ ୪୩୯୯
୧୫ ଝାଡଖଣ୍ଡ ୨୧୭ ୩୪୨୨୮୬ ୩୩ ୫୧୩୨
୧୬ କର୍ଣ୍ଣାଟକ ୨୧୫୦୭ ୨୮୭୩୨୮୧ ୧୮୩୩ ୩୭୦୩୯ ୩୨
୧୭ କେରଳ ୧୭୫୬୯୫ ୩୫୨୯୪୬୫ ୧୮୫୫୬ ୧୮୮୭୦ ୧୨୭
୧୮ ଲଦାଖ ୮୧ ୨୦୧୭୮ ୨୦୭
୧୯ ଲକ୍ଷଦୀପ ୩୪ ୧୦୨୧୦ ୫୧
୨୦ ମଧ୍ୟପ୍ରଦେଶ ୯୫ ୭୮୧୪୪୪ ୧୦ ୧୦୫୧୫
୨୧ ମହାରାଷ୍ଟ୍ର ୬୪୭୯୦ ୬୨୦୧୧୬୮ ୫୪୨୪ ୧୩୫୨୫୫ ୧୧୬
୨୨ ମଣିପୁର ୫୭୨୧ ୧୦୧୫୦୫ ୯୪୬ ୧୭୨୨
୨୩ ମେଘାଳୟ ୩୫୯୧ ୬୭୫୮୧ ୪୧୭ ୧୨୪୦
୨୪ ମିଜୋରାମ ୯୦୮୪ ୪୦୬୮୧ ୧୦୨୫ ୧୮୫
୨୫ ନାଗାଲାଣ୍ଡ ୧୦୮୮ ୨୭୫୭୯ ୧୪୨ ୬୦୭
୨୬ ଓଡ଼ିଶା ୮୬୬୧ ୯୮୦୪୭୧ ୧୦୬୪ ୭୦୨୧ ୬୮
୨୭ ପୁଡୁଚେରୀ ୮୫୬ ୧୧୯୭୩୦ ୯୬ ୧୮୦୫
୨୮ ପଞ୍ଜାବ ୫୪୩ ୫୮୩୧୨୦ ୪୯ ୧୬୩୪୫
୨୯ ରାଜସ୍ଥାନ ୧୬୩ ୯୪୪୮୪୩ ୨୩ ୮୯୫୪
୩୦ ସିକ୍କିମ୍ ୧୯୮୨ ୨୬୪୮୫ ୧୮୮ ୩୬୩
୩୧ ତାମିଲନାଡୁ ୨୦୨୨୫ ୨୫୩୭୬୩୨ ୧୯୧୭ ୩୪୫୭୯ ୩୨
୩୨ ତେଲେଙ୍ଗାନା ୬୯୩୯ ୬୪୨୪୧୬ ୫୬୯ ୩୮୪୭
୩୩ ତ୍ରିପୁରା ୧୪୩୬ ୭୯୩୬୬ ୨୦୨ ୭୮୨
୩୪ ଉତ୍ତରାଖଣ୍ଡ ୩୩୦ ୩୩୪୯୩୪ ୪୧ ୭୩୭୩
୩୫ ଉତ୍ତରପ୍ରଦେଶ ୪୨୦ ୧୬୮୫୭୮୫ ୨୪ ୨୨୭୮୬
୩୬ ପଶ୍ଚିମବଙ୍ଗ ୯୭୩୬ ୧୫୧୧୫୫୮ ୬୩୭ ୧୮୩୧୮
ମୋଟ ୩୬୭୪୧୫ ୩୧୪୮୫୯୨୩ ୩୭୧୬୯ ୪୩୨୫୧୯ ୪୪୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.