Home ଜିଲ୍ଲା ପରିକ୍ରମା ତିହିଡି ବ୍ଲକ୍ ଭଂଗାରୁଜା ଘଟଣାରେ ୯ ଜଣ ଗିରଫ

ତିହିଡି ବ୍ଲକ୍ ଭଂଗାରୁଜା ଘଟଣାରେ ୯ ଜଣ ଗିରଫ

45

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍‌ନ କାର୍ଡ, ଏନ୍‌ଆରଇଜିଏସ୍ ଦୁର୍ନୀତି ଘଟଣାକୁ ନେଇ ଗତକାଲି କେତେକ ବ୍ୟକ୍ତି ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କ ଅଫିସ୍ ଓ ପଂଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଭଂଗାରୁଜା ଘଟଣାରେ ପୁଲିସ୍ ସ୍ଥାନୀୟ ଅଂଚଳର ୯ ଜଣଙ୍କୁ ଗିରଫ କରି ଆଜି ଭଦ୍ରକ ସହରାଞ୍ଚଳ ଥାନାକୁ ଆଣିଥିବାର ଜଣାପଡିଛି । ଉକ୍ତ ଘଟଣାରେ ତିହିଡି ଥାନାରେ କେଶ୍ ନଂ ୩୦୫/୨୧ ମୂଳେ ଜୟପୁରର ଅମର କୁମାର ନାୟକ (୫୨), ଦେଉଳାର ଶରତ କୁମାର ନାୟକ (୫୬), ଦୋଳସାହିର ଭବାନୀ ଶଙ୍କର ଜେନା (୩୭), ନୟାପାଟଣାର ଧର୍ମେନ୍ଦ୍ର ପରିଡା (୪୫), ନିଶିକାନ୍ତ ନାୟକ (୪୫), ଦେବେନ୍ଦ୍ର ପରିଡା (୪୫), ଲଲାଟେନ୍ଦୁ ପରିଡା (୪୫), ଗାଜିପୁରର ମାନସ ରଂଜନ ସାହୁ (୪୨) ଓ ଗୋପୀନାଥ ବିଶ୍ୱାଳ (୫୩) କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.