Home Top News କୋଭିଡ୍-19 ଚିକିତ୍ସା ପାଇଁ ଆଣ୍ଟିବଡି କକଟେଲର ପ୍ରାଥମିକ ପରୀକ୍ଷଣ ସଫଳ

କୋଭିଡ୍-19 ଚିକିତ୍ସା ପାଇଁ ଆଣ୍ଟିବଡି କକଟେଲର ପ୍ରାଥମିକ ପରୀକ୍ଷଣ ସଫଳ

73

ନୂଆ ଦିଲ୍ଲୀ ୧୨ ଜୁଲାଇ (ଓଡ଼ିଆ ପୁଅ) କୋଭିଡ୍-19 ଚିକିତ୍ସା ପାଇଁ ଆଣ୍ଟିବଡି କକଟେଲର ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି। ମୁମ୍ବାଇ ଡାକ୍ତରଖାନାରେ ୨୦୦ ରୋଗୀ ଏହାଦ୍ୱାରା ଚିକିତ୍ସିତ ହୋଇଛନ୍ତି। ଏହାର ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। ପରୀକ୍ଷଣରୁ ଜଣାପଡ଼ିଛିଯେ, ଏହି ଚିକିତ୍ସା ପରେ ୦.୫ % ରୋଗୀଙ୍କୁ କରୋନାରୁ ମୁକ୍ତ ହେବା ପରେ ଅକ୍ସିଜେନ୍‌ ଚିକିତ୍ସାର ଆବଶ୍ୟକ ପଡ଼ିବ। ଏହି କକଟେଲ ଅକ୍ସିଜେନର ଆବଶ୍ୟକତାକୁ କମ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.