Home Coronavirus Outbreak ୪ ଲକ୍ଷ ପାର କଲା ମୃତ୍ୟୁ ସଂଖ୍ୟା – ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ...

୪ ଲକ୍ଷ ପାର କଲା ମୃତ୍ୟୁ ସଂଖ୍ୟା – ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬, ୬୧୭ ନୂଆ କରୋନା ସଂକ୍ରମଣ, ୮୫୩ ମୃତ୍ୟୁ

59

ନୂଆଦିଲ୍ଲୀ ୦୨ ଜୁଲାଇ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬, ୬୧୭ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୫, ୦୯, ୬୩୭ କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୭.୦୧% କୁ ବୃଦ୍ଧି ପାଇଛି।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୫୭% ରେ ଅଛି।

କ୍ରମାଗତ ୨୫ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୪୮%, ୫% ରୁ କମ୍।

କ୍ରମାଗତ ୫୦ ଦିନ ପାଇଁ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂତନ ମାମଲା ତୁଳନାରେ ଅଧିକ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୪, ୫୮, ୨୫୧ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୩, ୬୨୦ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୫୯, ୩୮୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୫୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪, ୦୦, ୩୧୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୦୯, ୬୩୭ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୫, ୪୮, ୩୦୨ ଜଣ।

ସକ୍ରୀୟ ଆକ୍ରାନ୍ତ ୧.୬୭%

ଆରୋଗ୍ୟ ହୋଇଛନ୍ତି ୯୭.୦୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୪, ୦୦, ୭୬, ୨୩୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୨, ୬୪, ୧୨୩ ଟି।

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୧, ୪୨, ୫୧, ୫୨୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୮୦, ୦୨୬ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୩ ୭୩୦୮ ୧୨୮
ଆନ୍ଧ୍ରପ୍ରଦେଶ ୩୮୧୭୮ ୧୮୪୨୪୩୨ ୩୯୬୩ ୧୨୭୪୪ ୩୮
ଅରୁଣାଚଳ ପ୍ରଦେଶ ୨୭୮୩ ୩୩୨୦୯ ୨୮୬ ୧୭୬
ଆସାମ ୨୫୭୩୭ ୪୮୦୮୩୯ ୩୩୨୯ ୪୫୭୭ ୩୮
ବିହାର ୧୭୧୬ ୭୧୦୭୯୩ ୨୨୪ ୯୫୯୨
ଚଣ୍ଡିଗଡ଼ ୧୪୯ ୬୦୭୩୦ ୨୨ ୮୦୮
ଛତିଶଗଡ ୫୭୮୭ ୯୭୫୬୫୮ ୫୮୧ ୧୩୪୪୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୩ ୧୦୫୧୪
ଦିଲ୍ଲୀ ୧୩୫୭ ୧୪୦୭୯୪୩ ୧୧୧ ୨୪୯୮୧
୧୦ ଗୋଆ ୨୨୭୮ ୧୬୧୫୮୨ ୨୨୧ ୩୦୬୦
୧୧ ଗୁଜୁରାଟ ୨୭୯୪ ୮୧୦୭୫୧ ୩୦୦ ୧୦୦୬୨
୧୨ ହରିୟାଣା ୧୩୮୦ ୭୫୭୮୯୮ ୧୨୭ ୯୪୪୬ ୧୫
୧୩ ହିମାଚଳ ପ୍ରଦେଶ ୧୬୩୯ ୧୯୭୧୭୧ ୧୫୨ ୩୪୮୦
୧୪ ଜାମ୍ମୁ କାଶ୍ମୀର ୪୩୨୧ ୩୦୭୩୧୨ ୫୭୩ ୪୩୨୭
୧୫ ଝାଡଖଣ୍ଡ ୮୫୪ ୩୩୯୭୩୯ ୧୫୬ ୫୧୧୩
୧୬ କର୍ଣ୍ଣାଟକ ୬୫୩୩୫ ୨୭୪୬୫୪୪ ୧୪୩୦୨ ୩୫୧୩୪ ୯୪
୧୭ କେରଳ ୧୦୨୫୨୩ ୨୮୨୧୧୫୧ ୧୧୫୬୪ ୧୩୩୫୯ ୧୨୪
୧୮ ଲଦାଖ ୨୬୨ ୧୯୬୨୬ ୩୪ ୨୦୨
୧୯ ଲକ୍ଷଦୀପ ୨୯୩ ୯୪୬୬ ୫୫ ୪୯
୨୦ ମଧ୍ୟପ୍ରଦେଶ ୫୩୩ ୭୮୦୩୩୦ ୬୫ ୮୯୮୧ ୧୨
୨୧ ମହାରାଷ୍ଟ୍ର ୧୧୯୮୬୭ ୫୮୨୮୫୩୫ ୮୬୩୪ ୧୨୨୧୯୭ ୨୫୨
୨୨ ମଣିପୁର ୫୯୩୦ ୬୩୨୦୬ ୫୭୮ ୧୧୬୨ ୧୨
୨୩ ମେଘାଳୟ ୪୫୩୭ ୪୪୭୦୯ ୨୫୦ ୮୪୪
୨୪ ମିଜୋରାମ ୪୧୩୨ ୧୬୫୪୫ ୩୫୭ ୯୩
୨୫ ନାଗାଲାଣ୍ଡ ୧୩୨୧ ୨୩୪୮୬ ୮୩ ୪୯୮
୨୬ ଓଡ଼ିଶା ୨୭୮୨୭ ୮୮୦୯୯୭ ୩୪୫୭ ୪୦୬୩ ୪୫
୨୭ ପୁଡୁଚେରୀ ୨୩୪୧ ୧୧୩୩୭୩ ୨୨୭ ୧୭୫୧
୨୮ ପଞ୍ଜାବ ୨୯୬୧ ୫୭୬୮୬୬ ୪୪୩ ୧୬୦୭୨ ୨୦
୨୯ ରାଜସ୍ଥାନ ୧୪୦୨ ୯୪୨୧୭୨ ୧୪୨ ୮୯୨୩
୩୦ ସିକ୍କିମ୍ ୨୧୦୭ ୧୮୨୫୧ ୩୭ ୩୦୮
୩୧ ତାମିଲନାଡୁ ୩୭୫୨୬ ୨୪୧୩୯୩୦ ୫୦୪୪ ୩୨୭୨୧ ୧୦୨
୩୨ ତେଲେଙ୍ଗାନା ୧୩୦୫୨ ୬୦୭୬୫୮ ୧୧୯୭ ୩୬୬୯
୩୩ ତ୍ରିପୁରା ୩୮୧୬ ୬୨୧୩୦ ୪୬୭ ୬୮୩
୩୪ ଉତ୍ତରାଖଣ୍ଡ ୧୯୬୬ ୩୩୧୦୮୯ ୨୫୧ ୭୩୨୪
୩୫ ଉତ୍ତରପ୍ରଦେଶ ୨୬୮୭ ୧୬୮୦୯୮୦ ୨୬୦ ୨୨୬୦୧ ୧୦
୩୬ ପଶ୍ଚିମବଙ୍ଗ ୨୦୧୭୦ ୧୪୬୩୩୭୯ ୧୮୮୯ ୧୭୭୩୫ ୨୭
ମୋଟ ୫୦୯୬୩୭ ୨୯୫୪୮୩୦୨ ୫୯୩୮୪ ୪୦୦୩୧୨ ୮୫୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.