ଚେନ୍ନାଇ ୧୪-୨ (ଓଡ଼ିଆ ପୁଅ) – ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ରବିବାର ଦିନ ଭାରତୀୟ ଦଳ ୩୨୯ ରନ୍ ସଂଗ୍ରହ କରିଥିଲା। ଋଷଭ ପନ୍ତ ତାଙ୍କର ଷଷ୍ଠ କ୍ୟାରିୟର ଅର୍ଦ୍ଧଶତକ ହାସଲ କରି ଗତକାଲିର ସ୍କୋର ୩୦୦/୬ ଠାରୁ ଆଗରେ ରହିଥିଲେ, ଏହାର ଉତ୍ତରରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ମାତ୍ର ୧୩୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ରବିଚନ୍ଦ୍ରନ୍ ଅଶ୍ୱିନ୍ ୨୯ ତମ ଥର ପାଇଁ ଗୋଟିଏ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଛନ୍ତି। ଭାରତ ଏବେ ୧୯୫ ରନ୍ ଅଗ୍ରଣୀ ରହିଛି।
ରବିଚନ୍ଦ୍ରନ୍ ଅଶ୍ୱିନ୍ ପାଞ୍ଚଟି ୱିକେଟ୍ ନେଇ ୧୩୪ ରନ୍ ରେ ଇଲଣ୍ଡର ଫ୍ରଥମ ଇନିଂସକୁ ସୀମିତ ରଖିଛନ୍ତି। ଶୂନ ସ୍କୋରରେ ଅଶ୍ୱିନଙ୍କ ଦ୍ୱାରା ବୋଲିଂ ହୋଇଥିବା ଷ୍ଟୁଆର୍ଟ ବ୍ରଡ ଶେଷ ବ୍ୟାଟ୍ସମ୍ୟାନ୍ ଥିଲେ।








