Home ଜିଲ୍ଲା ପରିକ୍ରମା ଆଖାଡାର ଓସ୍ତାଦ ପିତାମ୍ବର ରାଏଙ୍କ ପରଲୋକ

ଆଖାଡାର ଓସ୍ତାଦ ପିତାମ୍ବର ରାଏଙ୍କ ପରଲୋକ

77

ସମ୍ବଲପୁର, ୩୦/୦୮(ଓଡ଼ିଆ ପୁଅ/ସରୋଜ ସାହୁ): ସମଲେଶ୍ୱରୀ ମନ୍ଦିର ର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପିତାମ୍ବର ରାଏ (୬୮) ଙ୍କ ଶନିବାର ପରଲୋକ ହୋଇଛି। ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅ କୁ ଛାଡି ଯାଇଛନ୍ତି। ପିତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିର ର ଆଖଡ଼ା ଓସ୍ତାଦ ଭାବେ ଅଭିଷିକ୍ତ ହୋଇଥିଲେ। ତାଙ୍କ ବିୟୋଗ ରେ ସହରରେ ଗଭୀର ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.