ଭୁବନେଶ୍ୱର ୨୩-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ: ୧୨୬୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୪୭
– ସ୍ଥାନୀୟ ଅଞ୍ଚଳରୁ୪୧୭
– ୨୭ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୪୦
– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୭
୨- ବାଲେଶ୍ୱର ଜିଲ୍ଲାରୁ – ୯
୩- ବରଗଡ଼ ଜିଲ୍ଲାରୁ – ୨୪
୪- ଭଦ୍ରକ ଜିଲ୍ଲାରୁ – ୩୦
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୪୭
୮- ଢେଙ୍କାନାଳ ଜିଲ୍ଲାରୁ – ୬
୯- ଗଜପତି ଜିଲ୍ଲାରୁ – ୭୪
୧୦- ଗଞ୍ଜାମ ଜିଲ୍ଲାରୁ – ୫୪୦
୧୧- ଜଗତସିଂହପୁର ଜିଲ୍ଲାରୁ – ୪
୧୨- ଯାଜପୁର ଜିଲ୍ଲାରୁ – ୧୭
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୪- କଳାହାଣ୍ଡି ଜିଲ୍ଲାରୁ – ୭
୧୫- କନ୍ଧମାଳ ଜିଲ୍ଲାରୁ – ୨୯
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮
୧୭- କେନ୍ଦୁଝର ଜିଲ୍ଲାରୁ – ୨୫
୧୮- ଖୋର୍ଦ୍ଧା: ୧୩୭
୧୯- କୋରାପୁଟ ଜିଲ୍ଲାରୁ – ୨୭
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୧୫
୨୧- ନବରଙ୍ଗପୁର ଜିଲ୍ଲାରେ: ୪
୨୨- ନୟାଗଡ଼ ଜିଲ୍ଲାରୁ – ୬୧
୨୩- ନୂଆପଡ଼ା ଜିଲ୍ଲାରୁ – ୧
୨୪- ପୁରୀ ଜିଲ୍ଲାରୁ – ୨୨
୨୫- ରାୟଗଡ଼ା ଜିଲ୍ଲାରୁ – ୮୪
୨୬- ସମ୍ବଲପୁର ଜିଲ୍ଲାରୁ – ୨୦
୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୬୦
– ନୂଆ ସୁସ୍ଥ ହୋଇଥିଲେ୪୪୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୨୧୯୩୧
– ମୋଟ ଆକ୍ରାନ୍ତ ୨୧୦୯୯
– ମୋଟ ସୁସ୍ଥ ହେଲେଣି ୧୩୭୪୯
– ସକ୍ରୀୟ ଆକ୍ରାନ୍ତ – ୭୨୦୫