Home Coronavirus Outbreak ଆଜି ସର୍ବାଧିକ – ଦେଶରେ ୪୫, ୭୨୦ ନୂଆ କରୋନା ଆକ୍ରାନ୍ତ, ୧, ୧୨୯ ମୃତ୍ୟୁ,...

ଆଜି ସର୍ବାଧିକ – ଦେଶରେ ୪୫, ୭୨୦ ନୂଆ କରୋନା ଆକ୍ରାନ୍ତ, ୧, ୧୨୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯, ୮୬୧

165

ନୂଆ ଦିଲ୍ଲୀ ୨୩-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୪୫, ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୩୮, ୬୩୫ କୁ ବୃଦ୍ଧି ପାଇଛି ଏବଂ ୪, ୨୬, ୧୬୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୭, ୮୨, ୬୦୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୯, ୮୬୧ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.