ଭୁବନେଶ୍ୱର ୨୫-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ନୂଆ ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୧- ଖୋର୍ଦ୍ଦା ଜିଲ୍ଲାରୁ ୪୭ ଜଣ,
୨- କେନ୍ଦୁଝର ଜିଲ୍ଲାରୁ ୫ ଜଣ,
୩- ଦେବଗଡ଼ ଜିଲ୍ଲାରୁ ୧ ଜଣ,
୪- ନବରଙ୍ଗପୁରରୁ ୨ ଜଣ,
୫- ନୟାଗଡ଼ ଜିଲ୍ଲାରୁ ୩ ଜଣ,
୬- ଗଞ୍ଜାମ ଜିଲ୍ଲାରୁ ୫୮ ଜଣ,
୭- କଟକ ଜିଲ୍ଲାରୁ ୫ ଜଣ,
୮- ଅନୁଗୁଳ ଜିଲ୍ଲାରୁ ୧ ଜଣ,
୯- ବାଲେଶ୍ୱର ଜିଲ୍ଲାରୁ ୨ ଜଣ,
୧୦- ଢେଙ୍କାନାଳ ଜିଲ୍ଲାରୁ ୭ ଜଣ,
୧୧- ଯାଜପୁର ଜିଲ୍ଲାରୁ ୮ ଜଣ,
୧୨- ପୁରୀ ଜିଲ୍ଲାରୁ ୮ ଜଣ,
୧୩- ଗଜପତିଜିଲ୍ଲାରୁ ୨୯ ଜଣ,
୧୪- ସୁନ୍ଦରଗଡ଼ ଜିଲ୍ଲାରୁ ୬ ଜଣ,
୧୫- କେନ୍ଦ୍ରାପଡ଼ାରୁ ୩ ଜଣ,
୧୬- ସମ୍ବଲପୁର ଜିଲ୍ଲାରୁ ୧ ଜଣ,
୧୭- ବଲାଙ୍ଗୀରରୁ ୧୧ ଜଣ,
୧୮- ମୟୁରଭଞ୍ଜ ଜିଲ୍ଲାରୁ ୭ ଜଣ,
୧୯- NDRF କର୍ମଚାରୀ ୬ ଜଣ,
ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ ହୋଇଛି।
ଆଜି ୨୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି ପାଇଛି।
କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି ପାଇଛି। ୪୧୨୩ ଜଣ ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୩୯୮୧୫ ହୋଇଛି। କରୋନା କାରଣରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୮୧୫ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଜିଲ୍ଲାୱାରୀ ତଥ୍ୟ –
ଗଞ୍ଜାମ ଜିଲ୍ଲାରେ ୧୦୮୮ ଜଣ ସଂକ୍ରମିତ ହୋଇଥିବା ବେଳେ ୭୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୧ ଜଣ ସକ୍ରୀୟ ଅଛନ୍ତି। ୮ ଜଣଙ୍କର ମୃତ୍ୟୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ ରେ ୭୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୪୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭୪ ଜଣ ସକ୍ରୀୟ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କଟକ ଜିଲ୍ଲାରେ ୫୧୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୧ ଜଣ ସକ୍ରୀୟ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଯାଜପୁର ଜିଲ୍ଲାରେ ୪୦୧ ଜଣ ସଂକ୍ରମିତ ହୋଇଥିବା ବେଳେ ୩୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦ ଜଣ ସକ୍ରୀୟ ଅଛନ୍ତି।
ଗଜପତିଜିଲ୍ଲାରେ ୩୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ୯୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୬ ଜଣ ସକ୍ରୀୟ ଅଛନ୍ତି।
ବାଲେଶ୍ୱର ଜିଲ୍ଲାରେ ୩୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୯ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଜଗତସିଂହପୁର ଜିଲ୍ଲାରେ ୨୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୮ ଜଣ ସକ୍ରୀୟ ଅଛନ୍ତି।
ପୁରୀ ଜିଲ୍ଲାରେ ୨୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ୨୨୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣ ସକ୍ରୀୟ ଅଛନ୍ତି।
ଭଦ୍ରକ ଜିଲ୍ଲାରେ ୨୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣ ସକ୍ରୀୟ ଅଛନ୍ତି।
କନ୍ଧମାଳ ଜିଲ୍ଲାରେ ୧୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧ ଜଣ ସକ୍ରୀୟ ଅଛନ୍ତି।
ମୟୁରଭଞ୍ଜ ଜିଲ୍ଲାରେ ୧୭୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୧ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ରେ ୧୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣ ସକ୍ରୀୟ ଅଛନ୍ତି।
ବଲାଙ୍ଗୀର ଜିଲ୍ଲାରେ ୧୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣ ସକ୍ରୀୟ ଅଛନ୍ତି।
ନୟାଗଡ଼ ଜିଲ୍ଲାରେ ୧୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣ ସକ୍ରୀୟ ଅଛନ୍ତି।
କେନ୍ଦୁଝର ଜିଲ୍ଲାରେ ୧୦୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩ ଜଣ ସକ୍ରୀୟ ଅଛନ୍ତି।
ନୂଆପଡ଼ା ଜିଲ୍ଲାରେ ୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭ ଜଣ ସକ୍ରୀୟ ଅଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ୭୩ ଜଣ ସଂକ୍ରମିତ ହୋଇଥିବା ବେଳେ ୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣ ସକ୍ରୀୟ ଅଛନ୍ତି।
କଳାହାଣ୍ଡି ଜିଲ୍ଲାରେ ୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣ ସକ୍ରୀୟ ଅଛନ୍ତି।
ବଗଗଡ଼ ଜିଲ୍ଲାରେ ରେ ୬୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି।
ଅନୁଗୁଳ ଜିଲ୍ଲାରେ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣ ସକ୍ରୀୟ ଅଛନ୍ତି।
ମାଲକାନଗିରି ରେ ୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।
ସମ୍ବଲପୁର ଜିଲ୍ଲାରେ ୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣ ସକ୍ରୀୟ ଅଛନ୍ତି।
ଦେବଗଡ଼ ଜିଲ୍ଲାରେ ୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।
ବୌଦ୍ଦ ଜିଲ୍ଲାରେ ୪୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।
ସୋନପୁର ଜିଲ୍ଲାରେ ୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣ ସକ୍ରୀୟ ଅଛନ୍ତି।
କୋରାପୁଟ ଜିଲ୍ଲାରେ ୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।
ରାୟଗଡ଼ା ଜିଲ୍ଲାରେ ୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣ ସକ୍ରୀୟ ଅଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ରେ ୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।