ଭୁବନେଶ୍ୱର୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ମଟର ଗାଡିଗୁଡିକୁ ବିଭିନ୍ନ ସ୍ଥାନ ମାନଙ୍କରେ ଆରଟିଓ ଷ୍ଟାପ ମାନେ ତନଖି କରି ଜରିମାନା ଆଦୟ କରୁଥିବା ଦେଖିବାକୁ ମିଳିଛି । ଆଜି ଭୁବନେଶ୍ୱର ଆରଟିଓ-୨ ଗାଡି ତନଖି ଅଭିଯାନ ଚଳାଇଥିବା ବେଳେ, ଭୁବନେଶ୍ୱର ବିଏମସିସି ବିଭାଗର ଦୁଇଟି ଗାଡି ଧରିଥିବା ଦେଖିବାକୁ ମିଳିଛି ।
ବିଏମସିର ଉକ୍ତ ଦୁଇଟି ଗାଡିରେ ଇନ୍ ସୁରାନ୍ସ ନଥିବା ବେଳେ ବିନାପରମିଟରେ ଗାଡି ଚାଲୁଥିବା ଜଣାଡିଛି । ଆରଟିଓ ଷ୍ଟାପ୍ ଦୁଇଟି ଗାଡିକୁ ୩୨ ହଜାର ୫୦୦ଟଙ୍କା ଜରିମାନା କରିଥିବା ଷ୍ଟାପଙ୍କ ଠାରୁ ସୁଚନା ଦେଇଛନ୍ତି ।