Home ଓଡ଼ିଶା ଗ୍ୟାସ ଦର ବୃଦ୍ଧିକୁ ନେଇ ପେଟ୍ରୋଲ ମନ୍ତ୍ରଣାଳୟ ଆଗରେ ମହିଳା କଂଗ୍ରେସର ବିରୋଧ ପ୍ରଦର୍ଶନ

ଗ୍ୟାସ ଦର ବୃଦ୍ଧିକୁ ନେଇ ପେଟ୍ରୋଲ ମନ୍ତ୍ରଣାଳୟ ଆଗରେ ମହିଳା କଂଗ୍ରେସର ବିରୋଧ ପ୍ରଦର୍ଶନ

169

ନୂଆଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ଦିଲ୍ଲୀ ନିର୍ବାଚନ ପରେ ଅଣ ସବସିଡ଼ି ରୋଷେଇ ଗ୍ୟାସର ଦର ଏକାଥରକେ ପ୍ରାୟତଃ ୧୪୫ ଟଙ୍କା ବୃଦ୍ଧିପାଇଛି। ଏହାକୁ ନେଇ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ମନ୍ତ୍ରଣାଳୟ ଆଗରେ ମହିଳା କଂଗ୍ରେସର ବିରୋଧ ପ୍ରଦର୍ଶନ କରୁଛି।

ଏହି ବୋରୋଧ ପ୍ରଦର୍ଶନରେ ସୁଷ୍ମିତା ଦେବ, ଅଳକା ଲାମ୍ବାଙ୍କ ସମେତ ଅଖିଳ ଭାରତୀୟ ମହିଲା କଂଗ୍ରେସର ନେତାମାନେ ଯୋଗଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.