ବାଙ୍ଗାଲୁରୁ ୧୮-୧୨ (ଓଡ଼ିଆ ପୁଅ) କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସନ୍ତା କାଲି ବାମପନ୍ଥୀ ଏବଂ ମୁସ୍ଲିମ ସଂଗଠନମାନଙ୍କ ଦ୍ୱାରା ବାଙ୍ଗାଲୁରୁ ‘ବନ୍ଦ’ର ଆହ୍ଵାନ ଦିଆଯାଇଛି। ଏ ନେଇ ବାଙ୍ଗାଲୁରୁ ପୁଲିସ କମିଶନର ଭାସ୍କର ରାଓ କହିଛନ୍ତିଯେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଲି ସକାଳ ୬ ଟା ସମୟରୁ ଗ୍ରାମୀଣ ଜିଲ୍ଲା ସହିତ ସମ୍ପୂର୍ଣ୍ଣ ବାଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହେବ। ଏହା ୨୧ ଡିସେମ୍ବର ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ରହିବ।
A 'bandh' has been called by consortium of Left wing & Muslim organisations tomorrow in Karnataka. Bengaluru Police Commissioner Bhaskar Rao says, "Section 144 to be imposed throughout Bengaluru including Rural district from tomorrow 6 am for the next 3 days". (file pic) pic.twitter.com/F9pCfM3xri
— ANI (@ANI) December 18, 2019