Home ଓଡ଼ିଶା ଆଜମ ଖାନଙ୍କ ବିରୋଧରେ ରୁଜୁ ହେଲା ମାମଲା ଓଡ଼ିଶାଜାତୀୟରାଜନୀତି ଆଜମ ଖାନଙ୍କ ବିରୋଧରେ ରୁଜୁ ହେଲା ମାମଲା By Bureau - August 1, 2019 111 0 0 0 0ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବଳରେ ଇଡ଼ି ମାମଲା ରୁଜୁ କରିଥିବା ବେଳେ ବର୍ତ୍ତମାନ, ଉତ୍ତରପ୍ରଦେଶର ରାମପୁର ଆସନରୁ ସାଂସଦ ଅଛନ୍ତି ଆଜମ ଖାନ। Tweet 0 0 0 0