Home Coronavirus Outbreak ରାଜ୍ୟରେ ଆଜି ମୋଟ ୯୯,୫୩୭ ଡୋଜ୍ କୋଭିଡ୍ ଟୀକା ପ୍ରଦାନ

ରାଜ୍ୟରେ ଆଜି ମୋଟ ୯୯,୫୩୭ ଡୋଜ୍ କୋଭିଡ୍ ଟୀକା ପ୍ରଦାନ

51

ଭୁବନେଶ୍ବର ୨୭-୦୫ (ଓଡ଼ିଆ ପୁଅ) ଆଜି ରାଜ୍ୟର ୫୯୩ଟି ଟୀକାଦାନ କେନ୍ଦ୍ରରେ ସ୍ବାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କ ସମେତ ମୋଟ ୯୯,୫୩୭ ଜଣ ନାଗରିକଙ୍କୁ ୧ମ ଓ ୨ୟ ଡୋଜ୍ କୋଭିଡ୍ ଟୀକା ପ୍ରଦାନ କରାଯାଇଛି।

ସେହିପରି ୧୮ରୁ ୪୪ ବର୍ଷ ବୟସର ୭୨,୮୮୦ ଜଣ ନାଗରିକଙ୍କୁ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ବ ୨୦,୯୬୩ ଜଣ ନାଗରିକଙ୍କୁ ୧ମ ଡୋଜ୍ ଟୀକା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.