Home Coronavirus Outbreak ମହାରାଷ୍ଟ୍ରରେ ୭୧୪ ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ୭୧୪ ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ

160

ମୁମ୍ବାଇ ୯-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ୭୧୪ ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ୬୪୮ ଟି ସକ୍ରିୟ ଅଛନ୍ତି, ୬୧ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର ମୃତ୍ୟୁ ହୋଇଛି। ବୋଲି ମହାରାଷ୍ଟ୍ର ପୋଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.