Home ଓଡ଼ିଶା ବାଇକ୍ ଚୋରି ଘଟଣାରେ ୪ଜଣ ଲୁଟେରାଙ୍କୁ ଗିରଫ

ବାଇକ୍ ଚୋରି ଘଟଣାରେ ୪ଜଣ ଲୁଟେରାଙ୍କୁ ଗିରଫ

95

ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ-ବ୍ରହ୍ମଗିରି ଥାନା ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ଏହି ଘଟଣାରେ ପୋଲିସ ୪ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୪ଟି ଚୋରା ବାଇକ୍ ଜବତ କରିଛି। ସେମାନେ ହେଲେପୁରୀ ସଦର ଥାନା ଅନ୍ତର୍ଗତ ରେଣ୍ଢାଗଡ଼ ଗ୍ରାମର ମନୋରଞ୍ଜନ ପାତ୍ର, ବ୍ରହ୍ମଗିରି ଥାନା ବ୍ରହ୍ମଣିଆ ପଞ୍ଚାୟତ ବାରବାଟି ଗାଁର ଲିଙ୍କୁ ଗୋଚ୍ଛାୟତ, ନହରପଦା ବଜାରର ଚନ୍ଦନ ଗୋଚ୍ଛାୟତ ଓ ମିର୍ଜାପୁର ଗାଁର ଚିନ୍ମୟ ପ୍ରଧାନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.