Home Top News ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

93

କୋଲକାତା ୨୧-୧୧ (ଓଡ଼ିଆ ପୁଅ) : ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ। ୧୮୪ରନ୍‌ରେ ୭ ୱିକେଟ ହରାଇ ଭାରତ କରିଛି ୧୮୪।

କୋଲକାତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ରେ ୩-୦ ରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ଏକାଦଶ : ରୋହିତ ଶର୍ମା, ଆଇ. କିଶାନ୍, ଏସ୍. ଯାଦବ, ଆର.ପନ୍ତ, ଏସ୍‌ ଆୟାର୍, ଭି ଆୟାର୍, ଏ ପଟେଲ, ଡି ଚହର, ବି କୁମାର, ଏଚ୍ ପଟେଲ, ୟାଇ ଚାହଲ

ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଏମ ଗୁପଟିଲ, ଡି ମିଚେଲ, ଏମ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେ ନୀଶାମ, ଏମ ସାଣ୍ଟନର୍, ଏ ମିଲ୍ନେ, ଏଲ୍ ଫର୍ଗୁସନ୍, ଆଇ ସୋଡି, ଟି ବୋଲ୍ଟ

ରୋହିତ ସର୍ବାଧିକ ୫୬ ରନ୍‌ କରିଥିଲେ। ୩୧ ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ଇଶାନ କିଷାନ ୨୯, ଶ୍ରେୟଶ ଆୟର ୨୫ ଏବଂ ଭେଙ୍କଟେଶ ଆୟାର ୨୦ ରନ୍‌ କରିଥିବା ବେଳେ ହର୍ଷଲ ପଟେଲ ୧୮ ରନ୍‌ କରିଥିଲେ। ତେବେ ଦୀପକ ଚହରଙ୍କ ମାଡ଼ ଯୋଗୁଁ ଘରୋଇ ଦଳ ୨୦ ସଭରରେ ୭ ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରି ପାରିଥିଲା। ୨୦ତମ ଓଭରରେ ଦଳ ୧୯ ରନ୍‌ ସଂଗ୍ରହ କରିଥିଲା ଏବଂ ଚହର ମାତ୍ର ୮ଟି ବଲ୍‌ରେ ୨୧ ରନ୍‌ କରି ଅପରାଜିତ ରହିଛନ୍ତି। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨୭ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଛନ୍ତି।

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକା ୱିକେଟ୍
ରୋହିତ ଶର୍ମା (ଅଧିନାୟକ) C & B ସୋଢ଼ି ୫୬ ୩୧ ୧୮୦.୬୪ ୫ ୩
ଇଶାନ୍ କିଶାନ୍ c ଟିମ୍ ସେଫର୍ଟ b ମିଚେଲ ସାଣ୍ଟନର୍ ୨୯ ୨୧ ୧୩୮.୦୯ ୬ ୦
ସୂର୍ଯ୍ୟକୁମାର ଯାଦବ c ମାର୍ଟିନ ଗୁପଟିଲ b ମିଚେଲ ସାଣ୍ଟନର୍ ୦ ୪ ୦ ୦ ୦
ଋଷଭ ପନ୍ତ WKT c ଜିମି ନିଶାମ b ମିଚେଲ ସାଣ୍ଟନର୍ ୪ ୬ ୬୬.୬୬ ୦ ୦
ଶ୍ରେୟସ୍ ଆୟର c ଡାରିଲ୍ ମିଚେଲ୍ ବି ଆଦାମ ମିଲ୍ନେ ୨୫ ୨୦ ୧୨୫ ୨ ୦
ଭେଙ୍କଟେଶ ଆୟର c ମାର୍କ ଚାପମାନ b ଟ୍ରେଣ୍ଟ ବୋଲ୍ଟ ୨୦ ୧୫ ୧୩୩.୩୩ ୧ ୧
ଅକ୍ଷର ପଟେଲ ନଟ ଆଉଟ ୨ ୪ ୫୦ ୦ ୦
ହର୍ଷଲ ପଟେଲ ୧୮ ୧୧ ୧୬୩.୬୩ ୨ ୧
ଦୀପକ ଚହର ନଟଆଉଟ ୨୧ ୮ ୨୬୨.୫ ୨ ୧
ଭୁବନେଶ୍ୱର କୁମାର – – – – –
ୟୁଜଭେନ୍ଦ୍ର ଚହଲ – – – – –
EXTRAS (w ୬, b ୨, lb ୧) ୯
TOTAL (୭ wickets, ୨୦ overs) ୧୮୪
Fall of Wickets
୧-୬୯, (ଇଶାନ୍ କିଷାନ୍, ୬.୨) ୨-୭୧, (ସୂର୍ଯ୍ୟକୁମାର ଯାଦବ, ୬.୬) ୩-୮୩, (ଋଷଭ ପନ୍ତ, ୮.୬) ୪-୧୦୩, (ରୋହିତ ଶର୍ମା, ୧୧.୨) ୫-୧୩୯, (ଭେଙ୍କଟେଶ ଆୟର୍, ୧୫.୫) ୬-୧୪୦, (ଶ୍ରେୟସ୍ ଆୟର, ୧୬.୧) ୭-୧୬୨, (ହର୍ଷଲ ପଟେଲ, ୧୮.୩)
New Zealand Bowling
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଟ୍ରେଣ୍ଟ ବୋଲ୍ଟ ୪ ୩୧ ୧ ୭.୭୫ ୧୩ ୦
ଆଦାମ ମିଲ୍ନେ ୪ ୪୭ ୧ ୧୧.୭୫ ୭ ୦
ଲକି ଫର୍ଗୁସନ୍ ୪ ୪୫ ୧ ୧୧.୨୫ ୬ ୦
ମିଚେଲ ସାଣ୍ଟନର୍ ୪ ୨୭ ୩ ୬.୭୫ ୧୦ ୦
ଇଶ୍ ସୋଢ଼ି ୪ ୩୧ ୧ ୭.୭୫ ୪ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.