Home Top News ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ୩ୟ T20 : ରୋହିତଙ୍କ ନେତୃତ୍ୱରେ ଭାରତ ସିରିଜରେ ୩-୦ ରେ...

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ୩ୟ T20 : ରୋହିତଙ୍କ ନେତୃତ୍ୱରେ ଭାରତ ସିରିଜରେ ୩-୦ ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା

54

ନୂଆ ଦିଲ୍ଲୀ ୨୧-୧୧ (ଓଡ଼ିଆ ପୁଅ) ଟି -୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ୧୮୫ ରନର ଏକ ବଡ ଟାର୍ଗେଟକୁ ପଛରେ ପକାଇ କିୱି ଦଳ ୧୧୧ ରନକୁ କରିଥିଲା। ଭାରତ ପାଇଁ ଅକ୍ଷର ପଟେଲ ଚମତ୍କାର ବୋଲିଂ କରି ତିନିଟି ୱିକେଟ୍ ନେଇଥିଲେ। ଏହି ବିଜୟ ସହିତ ଭାରତ ସିରିଜକୁ ୩-୦ରେ କାବୁ କରିପାରିଥିଲା।

ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ୫୬ ଏବଂ ଇଶାନ କିଶନ ୨୯ ରନ ସଂଗ୍ରହ କରିଥିଲେ। କ୍ୟାପଟେନ ମିଚେଲ ସାଣ୍ଟନର୍ ନ୍ୟୁଜିଲ୍ୟାଣ୍ଡ ପାଇଁ ତିନୋଟି ୱିକେଟ୍ ନେଇଥିଲେ। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପିଲଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ଚିଷ୍ଟି ପାରିନଥିଲେ। ଗୁପଟିଲ ୫୧ ରନର ଏକ ଇନିଂସ ଖେଳିଥିଲେ।

ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ଟାର୍ଗେଟ୍‌ଦେଲା ଭାରତ। ୧୮୪ରନ୍‌ରେ ୭ ୱିକେଟ ହରାଇ ଭାରତ କରିଥିଲା ୧୮୪।

କୋଲକାତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ରେ ୩-୦ ରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଥିଲା ଭାରତ।

ରୋହିତ ସର୍ବାଧିକ ୫୬ ରନ୍‌କରିଥିଲେ। ୩୧ ବଲ୍‌ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ଇଶାନ କିଷାନ ୨୯, ଶ୍ରେୟଶ ଆୟର ୨୫ ଏବଂ ଭେଙ୍କଟେଶ ଆୟାର ୨୦ ରନ୍‌କରିଥିବା ବେଳେ ହର୍ଷଲ ପଟେଲ ୧୮ ରନ୍‌କରିଥିଲେ। ତେବେ ଦୀପକ ଚହରଙ୍କ ମାଡ଼ ଯୋଗୁଁ ଘରୋଇ ଦଳ ୨୦ ସଭରରେ ୭ ଓ୍ଵିକେଟ୍‌ହରାଇ ୧୮୪ ରନ୍‌କରି ପାରିଥିଲା। ୨୦ତମ ଓଭରରେ ଦଳ ୧୯ ରନ୍‌ସଂଗ୍ରହ କରିଥିଲା ଏବଂ ଚହର ମାତ୍ର ୮ଟି ବଲ୍‌ରେ ୨୧ ରନ୍‌କରି ଅପରାଜିତ ରହିଛନ୍ତି। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨୭ ରନ୍‌ଦେଇ ୩ଟି ଓ୍ଵିକେଟ୍‌ନେଇଛନ୍ତି।
ଭାରତ ଏକାଦଶ : ରୋହିତ ଶର୍ମା, ଆଇ. କିଶାନ୍, ଏସ୍. ଯାଦବ, ଆର.ପନ୍ତ, ଏସ୍‌ଆୟାର୍, ଭି ଆୟାର୍, ଏ ପଟେଲ, ଡି ଚହର, ବି କୁମାର, ଏଚ୍ ପଟେଲ, ୟାଇ ଚାହଲ
ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଏମ ଗୁପଟିଲ, ଡି ମିଚେଲ, ଏମ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେ ନୀଶାମ, ଏମ ସାଣ୍ଟନର୍, ଏ ମିଲ୍ନେ, ଏଲ୍ ଫର୍ଗୁସନ୍, ଆଇ ସୋଡି, ଟି ବୋଲ୍ଟ

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକା ୱିକେଟ୍
ରୋହିତ ଶର୍ମା (ଅଧିନାୟକ) C & B ସୋଢ଼ି ୫୬ ୩୧ ୧୮୦.୬୪
ଇଶାନ୍ କିଶାନ୍ c ଟିମ୍ ସେଫର୍ଟ b ମିଚେଲ ସାଣ୍ଟନର୍ ୨୯ ୨୧ ୧୩୮.୦୯
ସୂର୍ଯ୍ୟକୁମାର ଯାଦବ c ମାର୍ଟିନ ଗୁପଟିଲ b ମିଚେଲ ସାଣ୍ଟନର୍
ଋଷଭ ପନ୍ତ WKT c ଜିମି ନିଶାମ b ମିଚେଲ ସାଣ୍ଟନର୍ ୬୬.୬୬
ଶ୍ରେୟସ୍ ଆୟର c ଡାରିଲ୍ ମିଚେଲ୍ ବି ଆଦାମ ମିଲ୍ନେ ୨୫ ୨୦ ୧୨୫
ଭେଙ୍କଟେଶ ଆୟର c ମାର୍କ ଚାପମାନ b ଟ୍ରେଣ୍ଟ ବୋଲ୍ଟ ୨୦ ୧୫ ୧୩୩.୩୩
ଅକ୍ଷର ପଟେଲ ନଟ ଆଉଟ ୫୦
ହର୍ଷଲ ପଟେଲ ୧୮ ୧୧ ୧୬୩.୬୩
ଦୀପକ ଚହର ନଟଆଉଟ ୨୧ ୨୬୨.୫
ଭୁବନେଶ୍ୱର କୁମାର
ୟୁଜଭେନ୍ଦ୍ର ଚହଲ
EXTRAS (w ୬, b ୨, lb ୧)
TOTAL (୭ wickets, ୨୦ overs) ୧୮୪
Fall of Wickets
୧-୬୯, (ଇଶାନ୍ କିଷାନ୍, ୬.୨) ୨-୭୧, (ସୂର୍ଯ୍ୟକୁମାର ଯାଦବ, ୬.୬) ୩-୮୩, (ଋଷଭ ପନ୍ତ, ୮.୬) ୪-୧୦୩, (ରୋହିତ ଶର୍ମା, ୧୧.୨) ୫-୧୩୯, (ଭେଙ୍କଟେଶ ଆୟର୍, ୧୫.୫) ୬-୧୪୦, (ଶ୍ରେୟସ୍ ଆୟର, ୧୬.୧) ୭-୧୬୨, (ହର୍ଷଲ ପଟେଲ, ୧୮.୩)
New Zealand Bowling
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଟ୍ରେଣ୍ଟ ବୋଲ୍ଟ ୩୧ ୭.୭୫ ୧୩
ଆଦାମ ମିଲ୍ନେ ୪୭ ୧୧.୭୫
ଲକି ଫର୍ଗୁସନ୍ ୪୫ ୧୧.୨୫
ମିଚେଲ ସାଣ୍ଟନର୍ ୨୭ ୬.୭୫ ୧୦
ଇଶ୍ ସୋଢ଼ି ୩୧ ୭.୭୫

 

ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ
ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକା
ମାର୍ଟିନ ଗୁପଟିଲ c ସୂର୍ଯ୍ୟକୁମାର ଯାଦବ b ୟୁଜବେନ୍ଦ୍ର ଚହଲ ୫୧ ୩୬ ୧୪୧.୬୬  
ଡାରିଲ ମିଚେଲ c ହର୍ଷଲ ପଟେଲ b ଅକ୍ଷର ପଟେଲ ୮୩.୩୩  
ମାର୍କ ଚାପମ୍ୟାନ୍ st ଋଷଭ ପନ୍ତ b ଅକ୍ଷର ପଟେଲ।  
ଗ୍ଲେନ୍ ଫିଲିପ୍ସ b ଅକ୍ଷର ପଟେଲ।  
ଟିମ୍ ସେଫର୍ଟ WKT ରନ୍ ଆଉଟ୍ (ଇଶାନ୍ କିଶାନ୍ / ଋଷଭ ପନ୍ତ) ୧୭ ୧୮ ୯୪.୪୪  
ଜିମି ନିଶାମ c ଋଷଭ ପନ୍ତ b ହର୍ଷଲ ପଟେଲ ୪୨.୮୫  
ମିଚେଲ ସାଣ୍ଟନର୍ CPT ରନ ଆଉଟ (ଇଶାନ୍ କିଶାନ୍) ୫୦  
ଆଡାମ ମିଲ୍ନେ ମ ରୋହିତ ଶର୍ମା ୱ ଭେଙ୍କଟେଶ ଆୟର ୧୧୬.୬୬  
ଈଶ ସୋଢ଼ି c ସୂର୍ଯ୍ୟକୁମାର ଯାଦବ b ହର୍ଷଲ ପଟେଲ ୧୧ ୮୧.୮୧  
ଲକି ଫର୍ଗୁସନ୍ c & b ଦୀପକ ଚହର ୧୪ ୧୭୫  
ଟ୍ରେଣ୍ଟ ବୋଲ୍ଟ ନଟଆଉଟ ୧୦୦  

 

EXTRAS (w ୧)
TOTAL (୧୦ wickets, ୧୭.୨ overs) ୧୧୧

Fall of Wickets
୧-୨୧, (ଡାରିଲ ମିଚେଲ, ୨.୧) ୨-୨୨, (ମାର୍କ ଚାପମାନ, ୨.୬) ୩-୩୦, (ଗ୍ଲେନ ଫିଲିପ୍ସ, ୪.୪) ୪-୬୯, (ମାର୍ଟିନ ଗୁପଟିଲ, ୧୦.୩) ୫-୭୬, (ଟିମ ସେଫର୍ଟ, ୧୧.୪) ୬-୭୬, (ଜିମି ନିଶାମ, ୧୨.୩) ୭-୮୪, (ମିଚେଲ ସାଣ୍ଟନର୍, ୧୩.୧) ୮-୯୩, (ଆଡାମ ମିଲନେ, ୧୫.୧) ୯-୯୫, (ଇଶ୍ ସୋଡି, ୧୬.୧) ୧୦-୧୧୧, (ଲକି ଫର୍ଗୁସନ୍, ୧୭.୨)

ଭାରତ ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଭୁବନେଶ୍ୱର କୁମାର ୧୨
ଦୀପକ ଚହର ୨.୨ ୨୬ ୧୧.୧୪
ଅକ୍ଷର ପଟେଲ ୧୩
ୟୁଜଭେନ୍ଦ୍ର ଚହଲ ୨୬ ୬.୫ ୧୪
ଭେଙ୍କଟେଶ ଆୟାର ୧୨
ହର୍ଷଲ ପଟେଲ ୨୬ ୮.୬୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.