କୋଲକାତା ୨୧-୧୧ (ଓଡ଼ିଆ ପୁଅ) : ନ୍ୟୁଜିଲାଣ୍ଡକୁ ୧୮୫ ରନ୍ର ଟାର୍ଗେଟ୍ ଦେଲା ଭାରତ। ୧୮୪ରନ୍ରେ ୭ ୱିକେଟ ହରାଇ ଭାରତ କରିଛି ୧୮୪।
କୋଲକାତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ରେ ୩-୦ ରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଛି।
ଭାରତ ଏକାଦଶ : ରୋହିତ ଶର୍ମା, ଆଇ. କିଶାନ୍, ଏସ୍. ଯାଦବ, ଆର.ପନ୍ତ, ଏସ୍ ଆୟାର୍, ଭି ଆୟାର୍, ଏ ପଟେଲ, ଡି ଚହର, ବି କୁମାର, ଏଚ୍ ପଟେଲ, ୟାଇ ଚାହଲ
ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଏମ ଗୁପଟିଲ, ଡି ମିଚେଲ, ଏମ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେ ନୀଶାମ, ଏମ ସାଣ୍ଟନର୍, ଏ ମିଲ୍ନେ, ଏଲ୍ ଫର୍ଗୁସନ୍, ଆଇ ସୋଡି, ଟି ବୋଲ୍ଟ
ରୋହିତ ସର୍ବାଧିକ ୫୬ ରନ୍ କରିଥିଲେ। ୩୧ ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ଇଶାନ କିଷାନ ୨୯, ଶ୍ରେୟଶ ଆୟର ୨୫ ଏବଂ ଭେଙ୍କଟେଶ ଆୟାର ୨୦ ରନ୍ କରିଥିବା ବେଳେ ହର୍ଷଲ ପଟେଲ ୧୮ ରନ୍ କରିଥିଲେ। ତେବେ ଦୀପକ ଚହରଙ୍କ ମାଡ଼ ଯୋଗୁଁ ଘରୋଇ ଦଳ ୨୦ ସଭରରେ ୭ ଓ୍ଵିକେଟ୍ ହରାଇ ୧୮୪ ରନ୍ କରି ପାରିଥିଲା। ୨୦ତମ ଓଭରରେ ଦଳ ୧୯ ରନ୍ ସଂଗ୍ରହ କରିଥିଲା ଏବଂ ଚହର ମାତ୍ର ୮ଟି ବଲ୍ରେ ୨୧ ରନ୍ କରି ଅପରାଜିତ ରହିଛନ୍ତି। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨୭ ରନ୍ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।
ବ୍ୟାଟ୍ସମ୍ୟାନ୍ | ରନ୍ | ବଲ୍ | SR | ଚୌକା | ଛକା | ୱିକେଟ୍ |
ରୋହିତ ଶର୍ମା (ଅଧିନାୟକ) C & B ସୋଢ଼ି | ୫୬ | ୩୧ | ୧୮୦.୬୪ | ୫ | ୩ | |
ଇଶାନ୍ କିଶାନ୍ c ଟିମ୍ ସେଫର୍ଟ b ମିଚେଲ ସାଣ୍ଟନର୍ | ୨୯ | ୨୧ | ୧୩୮.୦୯ | ୬ | ୦ | |
ସୂର୍ଯ୍ୟକୁମାର ଯାଦବ c ମାର୍ଟିନ ଗୁପଟିଲ b ମିଚେଲ ସାଣ୍ଟନର୍ | ୦ | ୪ | ୦ | ୦ | ୦ | |
ଋଷଭ ପନ୍ତ WKT c ଜିମି ନିଶାମ b ମିଚେଲ ସାଣ୍ଟନର୍ | ୪ | ୬ | ୬୬.୬୬ | ୦ | ୦ | |
ଶ୍ରେୟସ୍ ଆୟର c ଡାରିଲ୍ ମିଚେଲ୍ ବି ଆଦାମ ମିଲ୍ନେ | ୨୫ | ୨୦ | ୧୨୫ | ୨ | ୦ | |
ଭେଙ୍କଟେଶ ଆୟର c ମାର୍କ ଚାପମାନ b ଟ୍ରେଣ୍ଟ ବୋଲ୍ଟ | ୨୦ | ୧୫ | ୧୩୩.୩୩ | ୧ | ୧ | |
ଅକ୍ଷର ପଟେଲ ନଟ ଆଉଟ | ୨ | ୪ | ୫୦ | ୦ | ୦ | |
ହର୍ଷଲ ପଟେଲ | ୧୮ | ୧୧ | ୧୬୩.୬୩ | ୨ | ୧ | |
ଦୀପକ ଚହର ନଟଆଉଟ | ୨୧ | ୮ | ୨୬୨.୫ | ୨ | ୧ | |
ଭୁବନେଶ୍ୱର କୁମାର | – | – | – | – | – | |
ୟୁଜଭେନ୍ଦ୍ର ଚହଲ | – | – | – | – | – | |
EXTRAS (w ୬, b ୨, lb ୧) | ୯ | |||||
TOTAL (୭ wickets, ୨୦ overs) | ୧୮୪ | |||||
Fall of Wickets | ||||||
୧-୬୯, (ଇଶାନ୍ କିଷାନ୍, ୬.୨) ୨-୭୧, (ସୂର୍ଯ୍ୟକୁମାର ଯାଦବ, ୬.୬) ୩-୮୩, (ଋଷଭ ପନ୍ତ, ୮.୬) ୪-୧୦୩, (ରୋହିତ ଶର୍ମା, ୧୧.୨) ୫-୧୩୯, (ଭେଙ୍କଟେଶ ଆୟର୍, ୧୫.୫) ୬-୧୪୦, (ଶ୍ରେୟସ୍ ଆୟର, ୧୬.୧) ୭-୧୬୨, (ହର୍ଷଲ ପଟେଲ, ୧୮.୩) | ||||||
New Zealand Bowling | ||||||
ବୋଲର୍ସ | ଓଭର | ରନ୍ | ୱିକେଟ୍ | ଇକୋନୋମି | ଡଟ୍ | ମେଡେନ୍ସ |
ଟ୍ରେଣ୍ଟ ବୋଲ୍ଟ | ୪ | ୩୧ | ୧ | ୭.୭୫ | ୧୩ | ୦ |
ଆଦାମ ମିଲ୍ନେ | ୪ | ୪୭ | ୧ | ୧୧.୭୫ | ୭ | ୦ |
ଲକି ଫର୍ଗୁସନ୍ | ୪ | ୪୫ | ୧ | ୧୧.୨୫ | ୬ | ୦ |
ମିଚେଲ ସାଣ୍ଟନର୍ | ୪ | ୨୭ | ୩ | ୬.୭୫ | ୧୦ | ୦ |
ଇଶ୍ ସୋଢ଼ି | ୪ | ୩୧ | ୧ | ୭.୭୫ | ୪ | ୦ |