Home Coronavirus Outbreak ରାଜ୍ୟରେ କରୋନା ନେଲା ୨୧ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ରାଜ୍ୟରେ କରୋନା ନେଲା ୨୧ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

238

ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଖ୍ୟ ବିଭାଗ କହିଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୬୧ କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟଯେ, ମଇ ମାସରେ ପ୍ରଥମ ସପ୍ତାହରେ ୧୦୦ ରୁ ଉର୍ଦ୍ଧ ଜୀବନ ନେଇସାରିଲାଣି କରୋନା ମହାମାରୀ। ଏ ପର୍ଯ୍ୟନ୍ତ ମଇ ମାସରେ ୧୦୭ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଥିବା ଜଣାପଡ଼ିଛି। ଗତକାଲି ମଧ୍ୟ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ୨ ଜଣ, ଭଦ୍ରକ ଜିଲ୍ଲାର ୨ ଜଣ, କଟକ ଜିଲ୍ଲାର ୨ ଜଣ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା, ନୁଆପଡା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

୧ – ଅନୁଗୁଳ ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨ – ଅନୁଗୁଳ ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୩ – ଭଦ୍ରକ ଜିଲ୍ଲାର ୯୨ ବର୍ଷ ବୟସ୍କ ପୁରୁଷ।
୪ – ଭଦ୍ରକ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।
୫ – କଟକ ଜିଲ୍ଲାର ୩୮ ବର୍ଷ ବୟସ୍କ ପୁରୁଷ।
୬ – କଟକ ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭ – ଢେଙ୍କାନାଳ ଜିଲ୍ଲାର ୩୮ ବର୍ଷ ବୟସ୍କ ପୁରୁଷ।
୮- ଗଞ୍ଜାମ ଜିଲ୍ଲାର ଜଣେ ୨୪ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଆଲୋଗ୍ରାଫ୍ଟ ନେଫ୍ରୋପାଥିରେ ପୀଡିତ ଥିଲେ।
୯- ଜଗତସିଂହପୁରର ୫୦ ବର୍ଷ ବୟସ୍କ ପୁରୁଷ।
୧୦- ଯାଜପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା।
୧୧- କେନ୍ଦୁଝର ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ।
୧୨- କେନ୍ଦ୍ରାପଡା ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏକି ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।
୧୩- ଖୋର୍ଦ୍ଧା ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।
୧୪- କଳାହାଣ୍ଡି ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କା ମହିଳା।
୧୫- କଳାହାଣ୍ଡି ଜିଲ୍ଲାର ୭୧ ବର୍ଷ ବୟସ୍କା ମହିଳା।
୧୬- କଳାହାଣ୍ଡି ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୧୭- କଳାହାଣ୍ଡି ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।
୧୮- ନୁଆପଡା ଜିଲ୍ଲାର ୮୫ ବର୍ଷ ବୟସ୍କା ମହିଳା।
୧୯- ପୁରୀ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।
୨୦- ସୁନ୍ଦରଗଡ ଜିଲ୍ଲାର ୪୪ ବର୍ଷ ବୟସ୍କ ପୁରୁଷ।
୨୧- ସୁନ୍ଦରଗଡ ଜିଲ୍ଲାର ୬୮ ବର୍ଷ ବୟସ୍କା ମହିଳା।

ଅପର ପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ସକ୍ରୀୟ ମାମଲା ୯୦୩୩୫ କୁ ବୃଦ୍ଧି ପାଇଛି। ନୂତନ ସକରାତ୍ମକ ମାମଲାଗୁଡ଼ିକ ମଧ୍ୟରେ ୬୬୧୩ ଟି କ୍ୟାରେଣ୍ଟିନ ସେଣ୍ଟରରୁ ଏବଂ ୫୧୯୪ ଟି ସ୍ଥାନୀୟ ଅଞ୍ଚଳରୁ ଅଟେ।
ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା, ବେଳେ ଖୋର୍ଦ୍ଧାରୁ ୧୫୧୦ ଏବଂ କଟକରୁ ୧୦୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
୧- ଅନୁଗୁଳ ଜିଲ୍ଲାରୁ ୫୬୦
୨- ବାଲେଶ୍ୱର ଜିଲ୍ଲାରୁ ୨୬୦
୩- ବରଗଡ ଜିଲ୍ଲାରୁ ୪୨୮
୪- ଭଦ୍ରକ ଜିଲ୍ଲାରୁ ୮୩
୫- ବଲାଙ୍ଗୀର ଜିଲ୍ଲାରୁ ୪୩୭
୬- ବୌଦ୍ଧ ଜିଲ୍ଲାରୁ ୧୭୮
୭- କଟକ ଜିଲ୍ଲାରୁ ୧୦୫୨
୮- ଦେବଗଡ଼ ଜିଲ୍ଲାରୁ ୧୧୫
୯- ଢେଙ୍କାନାଳ ଜିଲ୍ଲାରୁ ୧୭୭
୧୦- ଗଜପତି ଜିଲ୍ଲାରୁ ୧୦୫
୧୧- ଗଞ୍ଜାମ ଜିଲ୍ଲାରୁ ୩୪୧
୧୨- ଜଗତତ୍ସିଂହପୁର ଜିଲ୍ଲାରୁ ୧୩୪
୧୩- ଯାଜପୁରଜିଲ୍ଲାରୁ ୩୦୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ ୪୨୧
୧୫- କଳାହାଣ୍ଡି ଜିଲ୍ଲାରୁ ୪୦୨
୧୬- କନ୍ଧମାଳ ଜିଲ୍ଲାରୁ ୯୨
୧୭- କେନ୍ଦ୍ରାପଡାଜିଲ୍ଲାରୁ ୧୪୫
୧୮- କେନ୍ଦୁଝର ଜିଲ୍ଲାରୁ ୨୩୧
୧୯- ଖୋର୍ଧା ଜିଲ୍ଲାରୁ ୧୫୧୦
୨୦- କୋରାପୁଟ ଜିଲ୍ଲାରୁ ୧୨୨
୨୧- ମାଲକାନଗିରି ଜିଲ୍ଲାରୁ ୭୦
୨୨- ମୟୂରଭଞ୍ଜ ଜିଲ୍ଲାରୁ ୧୭୫
୨୩- ନବରଙ୍ଗପୁର ଜିଲ୍ଲାରୁ ୪୧୯
୨୪- ନୟାଗଡ଼ ଜିଲ୍ଲାରୁ ୨୦୪
୨୫- ନୁଆପଡା ଜିଲ୍ଲାରୁ ୨୮୬
୨୬- ପୁରୀ ଜିଲ୍ଲାରୁ ୪୫୪
୨୭- ରାୟଗଡା ଜିଲ୍ଲାରୁ ୧୩୮
୨୮- ସମ୍ବଲପୁର ଜିଲ୍ଲାରୁ ୫୩୩
୨୯- ସୋନପୁର ଜିଲ୍ଲାରୁ ୨୧୦
୩୦- ସୁନ୍ଦରଗଡ ଜିଲ୍ଲାରୁ ୧୯୨୨
୩୧- ରାଜ୍ୟ ପୁଲ୍ରୁ ୩୦୧
– ଗତ ୨୪ ଘଣ୍ଟାରେ ୫୦୮୬୪ ଟେଷ୍ଟ ହୋଇଛି।
ମୋଟ ଟେଷ୍ଟ ହୋଇଛି : ୧୦୪୬୯୦୮୧
ମୋଟ ପଜିଟିଭ୍ : ୫୨୪୨୦୭
ମୋଟ ଆରୋଗ୍ୟ ହେଲେଣି : ୪୩୧୬୫୮
ମୋଟ ମୃତ୍ୟୁ ସଂଖ୍ୟା : ୨୧୬୧
ସକ୍ରିୟ ମାମଲା: ୯୦୩୩୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.