Home 2020
Yearly Archives: 2020
ଆଜି ନୂଆ କରୋନା ଆକ୍ରାନ୍ତ ୧୧୨ ଚିହ୍ନଟ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ଆଜି ନୂଆ ୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ଏବେ...
ସ୍ୱାମୀ ଅଗ୍ନିବେଶଙ୍କର ହୃଦଘାତରେ ନିଧନ
ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ) ଜଣେ ଜଣାଶୁଣା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ ଆଜି ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିୟାରି ସାଇନ୍ସ ଇନଷ୍ଟିଚ୍ୟୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ...
ଗାଁରେ ପସି ଆକ୍ରମଣ, ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ଗାଁ ଲୋକେ
ହାଟଡିହି-୧୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) ତରତରା ପଞ୍ଚାୟତ ମହ୍ଲାରପଦା ଗ୍ରାମରେ ପସି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିବା ଓ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରି ଆହତ କରିବା...
୮ବର୍ଷ ହେଲା ସରୁନି ଶାଳଣିଆଁ ୩୩/୧୧ବିଦ୍ୟୁତ ସବଷ୍ଟେସନ, ଆନ୍ଦୋଳନ ଧମକ
ହାଟଡିହି ୧୧ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକ ଶାଳଣିଆଁ ଠାରେ ଦୀର୍ଘ ୮ବର୍ଷ ହେଲା ୩୩/୧୧ ବିଦ୍ୟୁତ ସବଷ୍ଟେସନ କାମ ଚାଲିଥିବାବେଳେ ଆଜି ପର୍ୟ୍ୟନ୍ତ କାମ...
ଗଞ୍ଜେଇ ପାଇଁ ମା ପୁଅକୁ ପିଟିପିଟି ମାରିଦେଲା, ଅଭିଯୁକ୍ତ ଗିରଫ, ଲୁଟ ସାମଗ୍ରୀ ଜବଦ
ହାଟଡିହି-୧୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଜଣେ ମା ଓ ତାର ପୁଅକୁ ପିଟି ପିଟି ମାରିଦେବା ପରେ ନିଆଁରେ ପୋଡି ହତ୍ୟା କରିବା...
ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) - ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ଆହ୍ୱାନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଓଡିଶାର ସ୍ୱର’ କାର୍ଯ୍ୟକ୍ରମ ଉନ୍ମୋଚନ...
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ
କଳାହାଣ୍ଡି, ୧୧-୦୯ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାରେ ବୁଧବାର ପ୍ରଥମ ସରପଞ୍ଚ କରୋନା ଯୋଦ୍ଧା ଙ୍କ ମୃତ୍ୟୁ ହୋଇଛି।ସୂଚନା ରୁ ପ୍ରକାଶ ଯେ ଗତ ଅଗଷ୍ଟ ୩୧ ତାରିଖ ଦିନ ଜୁନାଗଡ଼ ବ୍ଲକ୍...
ଚାନ୍ଦପୁରରୁ ଚୋରି ପିକ୍ ଅପ୍ ଭ୍ୟାନ୍ ଉଦ୍ଧାର ୪ ଅଭିଯୁକ୍ତ ଅଟକ
ଓଡିଆ ପୁଅ (ଦେବୀ ପ୍ରସାଦ ଆଚାର୍ଯ୍ୟ)୧୧/୯-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧନୟାଗଡ ବଡପଦା ସାହିରୁ ଚୋରି ହୋଇଥିବା ପିକ୍ ଅପ୍ ଭ୍ୟାନ୍ ୨୪ଘଣ୍ଟା ନ ପୂରୁଣୁ ଉଦ୍ଧାର ହୋଇଥିବା ଜଣା ପଡିଛି ଏବଂ...
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସେ ଟୁଇଟ କରି ସୂଚନା ଦେଇଛନ୍ତି।
ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି...
କୁମ୍ଭାରଗାଁ ସରପଞ୍ଚଙ୍କ ପରଲୋକ, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
କୋଦଳା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀଙ୍କ (୬୦) ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି।...
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା, ଜାଣନ୍ତୁ କାହା ପାଇଁ କେତେ
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି।
- ୩୩ ପ୍ରତିଶତ...
ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ
କୁଚିଣ୍ଡା ୧୧/୦୯ (ଓଡିଆ ପୁଅ/ତନୟ ମହାପାତ୍ର) କୁଚିଣ୍ଡା ବିଜ୍ଞାପିତ ଅଚଂଳ ପରିଷଦର ସଭାଗୃହରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା...
କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ମହିଳା ସାଂଗଠନିକ ବୈଠକ
କୁଚିଣ୍ଡା ୧୧-୯ (ଓଡ଼ିଆ ପୁଅ/ତନୟ ମହାପାତ୍ର) କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ମହିଳା ନେତ୍ରୀ ମାନଙ୍କୁ ନେଇ ସାଂଗଠନିକ ବୈଠକ ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ବିଧାୟକ...
ରିୟାଙ୍କ ଜାମିନ୍ ଆବେଦନ ଖାରଜ
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡିତ ଏକ ଡ୍ରଗ୍ ମାମଲାରେ ଗିରଫ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ...
ଆନିକଟ ଓ ବାଲିପୋଖରୀ ଏସକେପ ପରିଦର୍ଶନ କଲେ ସାଂସଦ ଓ ମୁଖ୍ୟଯନ୍ତ୍ରୀ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀରେ ବନ୍ୟା ଦ୍ୱାରା ଜଳସମ୍ପଦ ବିଭାଗର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଗୁରୁବାର ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ...
ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ : ପ୍ରଥମ ଦିନରେ ଗୌରୀ ବେଶରେ ସଜ୍ଜିତ ହେଲେ...
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶାର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ଆଜି ପବିତ୍ର ମୂଳାଷ୍ଟମୀ ଠାରୁ ଆରମ୍ଭ...
କୋବିଡ ପରିଚାଳନାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର କୋବିଡ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ...
ସାଳନ୍ଦୀ ନଦୀରେ ବୁଡିଯାଇ ଯୁବକର ମୃତ୍ୟୁ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସାଳନ୍ଦୀ ନଦୀରେ ମାଛ ଧରିବାକୁ ଯାଇ ଜଣେ ଯୁବକର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି।...
ରାଜନୈତିକ ଛକାପଞ୍ଝାରେ ଡଃ ମହତାବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାର ସ୍ୱପ୍ନ ଅଧୁରା ରହିବନି ତ ?
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ ପକ୍ଷରୁ ତାଙ୍କ ନିଜ ଜନ୍ମମାଟି ଭଦ୍ରକ ଜିଲା ଆଗରପଡାରେ ପ୍ରତିମୂର୍ତ୍ତି ସ୍ଥାପନକୁ...
ଜଙ୍ଘିରା ବନବିଭାଗ ଅଧିନସ୍ଥ ବଡଚୁଳିଆ ଜଙ୍ଗଲରେ ଛୁଆ ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
ହରିଚନ୍ଦନପୁର, ତା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ବନଖଣ୍ଡ ଜଙ୍ଘିରା ବନବିଭାଗ ଅଧିନସ୍ଥ ପିଠାଗୋଳା ଗ୍ରାମ ପଞ୍ଚାୟତ ଟାଙ୍ଗରବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଛୁଆ ମାଈ ହାତୀର ମୃତ୍ୟୁ...





