Home Top News ୱାର୍ଲ୍ଡ ଟଏଲେଟ୍ ଦିବସର ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା

ୱାର୍ଲ୍ଡ ଟଏଲେଟ୍ ଦିବସର ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା

31

ପୁରୀ ୧୯-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ୧୯ ନଭେମ୍ବରକୁ ୱର୍ଲ୍ଡ ଟଏଲେଟ୍ ଡେ ଭାବେ ପାଳନ କରାଯାଏ। ବିଶେଷ କରି ଖୋଲାରେ ଶୌଚ ନ ହୋଇ ପାଇଖାନା ବ୍ୟବହାର କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା, ପରିଷ୍କାର ପରିଛନ୍ନତା ବଜାୟ ରଖିବା ବାର୍ତ୍ତା ସମାଜକୁ ଦେବା ପାଇଁ ଏହି ୱାର୍ଲ୍ଡ ଟଏଲେଟ୍ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ଦିବସ ର ବାର୍ତ୍ତା ଲୋକଙ୍କ ଠାରେ ପହଞ୍ଚେଇବାକୁ ପ୍ରତିବର୍ଷ ନଭେମ୍ବର ୧୯ ତାରିଖ ରେ ୱାର୍ଲ୍ଡ ଟଏଲେଟ୍ ଦିବସ ପାଳନ କରାଯାଉଅଛି। ଏହି ଅବସର ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭମିରେ ଏହି ଟଏଲେଟ୍ ପ୍ରସଙ୍ଗ କୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.