Home ଅପରାଧ ୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

580

କେନ୍ଦ୍ରାପଡା୨୮ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡଇ ଥାନା ଅଞ୍ଚଳରୁ ଏକ ଅମାନୁଷିକ  ଖବର ସମସ୍ତଙ୍କୁ ଚକିତ କରିଛି । ୪ଜଣ ବ୍ୟକ୍ତି ପଟାମୁଣ୍ଡାଇ ଥାନା ଅଞ୍ଚଳରେ ଏକ ଗ୍ରାମର ଜଣକ ଘରେ କେହି ନଥିବା ଅବସ୍ଥାରେ ଜଣେ ୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଜଣେ ଅଭିଯୁକ୍ତ ଧରାପଡିବା ଜଣାପଡିଛି । ପଟାମୁଣ୍ଡାଇ ପୁଲିସ ଅଭୁଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିବା ମହ ଆହତ ଶିଶୁ କନ୍ୟାକୁ ପଟାମୁଣ୍ଡାଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.