Home ଜିଲ୍ଲା ପରିକ୍ରମା ୪୫୦ ଲିଟର ଦେଶୀ ମଦ ଜବତ – ୨ ଗିରଫ

୪୫୦ ଲିଟର ଦେଶୀ ମଦ ଜବତ – ୨ ଗିରଫ

103

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକକୁ ବାଲେଶ୍ୱରରୁ ବେଆଇନ୍ ଭାବେ ଦେଶୀ ମଦ ଆଣୁଥିବାବେଳେ ଭଦ୍ରକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ୱାରା ୪୫୦ ଲିଟର ଦେଶୀ ମଦ ଜବତ ହୋଇଛି । ୨ ଜଣ ଗିରଫ ହେବା ସହ ଗୋଟିଏ ବାଇକ୍ ମଧ୍ୟ ଜବତ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଭଗବାନ ଦାସ ଓ ଅନାମ ଦାସ । ଏହି ଦୁଇଜଣ ଗୋଟିଏ ବାଇକ୍‌ରେ ଦେଶୀ ମଦ ବାଲେଶ୍ୱରରୁ ଭଦ୍ରକ ଆଣି ପାଳସାହି ଠାରେ ଯାଉଥିଲାବେଳେ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ସେମାନଙ୍କୁ ସେଠାରୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.