Home ଜିଲ୍ଲା ପରିକ୍ରମା ୩ କୋଇଲା ବୋଝେଇ ଟ୍ରକ ଜବତ, ୨ ଗିରଫ

୩ କୋଇଲା ବୋଝେଇ ଟ୍ରକ ଜବତ, ୨ ଗିରଫ

44

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରୁ ୩ କୋଇଲା ବୋଝେଇ ଟ୍ରକ ଜବତ କରାଯାଇଛି। ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ତାଳଚେର ରୁ ବାଲେଶ୍ୱର କୋଇଲା ପରିବହନକାରୀ ଟ୍ରକ ରାଜପଥ ପାଶ୍ୱର୍ରେ ବେଆଇନ ବିକ୍ରୟ କରୁଥିବା ବେଳେ ଜବତ କରିଥିଲା। ଏôତନେଇ ଥାନାରେ ୨୩୩/୨୨ ନଂ ମାମଲା ଋଜୁ ହେବା ସହ ଅଭିଯୁକ୍ତ ନିରଞ୍ଜନ ସାହୁ ଓ ସୁନା ବେହେରାଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.