Home ଅପରାଧ ୩୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

୩୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

45

ପୁରୀ ୯/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କାକଟପୁର ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ୨୯୮ ଗ୍ରାମ୍ ୩୦ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଜଳେଶ୍ୱରରୁ କାକଟପୁରକୁ ଅଣାଯାଉଥିବା ବେଳେ କାକଟପୁର ନିକଟ ସୋମନାଥପୁର ଛକ ନିକଟରେ କାକଟପୁର ପୋଲିସ ଧରିଥିଲା। କାକଟପୁରରୁ ଜଳେଶ୍ୱର ଓ କାକଟପୁରରୁ ପୁରୀ ଲିଙ୍କ ରହିଥିବା ପର୍ଦାଫାଶ ହୋଇଛି। ଧଳା ଜହର ଜବତ ବେଳେ ୬ଜଣ ବ୍ୟବସାୟୀଙ୍କ ସମେତ ୩ଟି ବାଇକ୍ ଓ ୩ଟି ମୋବାଇଲ୍ ଜବତ କରାଯାଇଛି। ଗିରଫ ୬ଜଣଙ୍କ ମଧ୍ୟରୁ ୨ ଜଣ କାକଟପୁରର, ୨ଜଣ ଜଳେଶ୍ୱରର ଓ ୨ଜଣ ପୁରୀର ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.