Home ଅପରାଧ ୨୦ ଜଣ ମତ୍ସ୍ୟଜୀବୀ ଗିରଫ

୨୦ ଜଣ ମତ୍ସ୍ୟଜୀବୀ ଗିରଫ

209

କେନ୍ଦ୍ରାପଡା ୨୨-୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବେଆଇନ୍ ମାଛ ଧରୁଥିବା ଅପରାଧରେ ୨୦ ଜଣ ମତ୍ସ୍ୟଜୀବୀ ଗିରଫ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥାରୁ ନିୟମ ଉଲଙ୍ଗନ କରି ମାଛ ଧରୁଥିବା ବେଳେ ୨୦ ଜଣ ମତ୍ସ୍ୟଜୀବୀଙ୍କ ସମେତ ଧରିଥିବା ୫୦ କୁଇଣ୍ଟାଲ ମାଛ ୧୦ଟି ମାଛଧରା ଜାଲ ଓ ୨ଟି ଟ୍ରର୍ଲର ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.