Home କେନ୍ଦୁଝର ହେଲ ପିଙ୍ଗ ପିପୁଲ ସୋସାଇଟି ପକ୍ଷରୁ ଜଳଛତ୍ର

ହେଲ ପିଙ୍ଗ ପିପୁଲ ସୋସାଇଟି ପକ୍ଷରୁ ଜଳଛତ୍ର

28

ହାଟଡ଼ିହି- ୧୧.୦୪(ଓଡ଼ିଆ ପୁଅ, ବିକାଶ ବିଶ୍ଵାଳ)  କେନ୍ଦୁଝର ଜିଲ୍ଲା ଅଗ୍ରଣୀ ସ୍ୱେସ୍ଛାସେବି ଅନୁଷ୍ଠାନ ହେଲପିଙ୍ଗ ପିପୁଲ ସୋସାଇଟି ତରଫରୁ ମଣ୍ଡୁଆ ଛକ ସ୍ଥିତ ମହିଳା ମହାବିଦ୍ୟାଳୟ ପାଖରେ ଏକ ବିଶାଳ ଜଳଛତ୍ରର ଆୟଜନ କରାଯାଇଅଛି ( ଟଙ୍କ ତୁରାଣୀ , ଲେମ୍ବୁ ପାଣି , ସର୍ବତ , ସାଧା ପାଣି ) ର ଆୟଜନ ହୋଇଥିଲା ଏହି ଜଳ ଛତ୍ର ରେ । ପାଖାପାଖି ୫୦୦ ରୁ ଉର୍ଦ୍ଧ ଲୋକ ଉପକୃତ ହୋଇଥିଲେ । ପରିବାର ହେଲପିଙ୍ଗ ପିପୁଲ ସୋସାଇଟିର ଅଧ୍ୟକ୍ଷା ରୋଜାଲିନ ସାହୁଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ପରିବାର ଦ୍ୱାରା କାର୍ଯ୍ୟ ସମାପନ ହୋଇଛି। ଆଖପାଖ ରେ ଥିବା ଅନେକ ଦୋକାନୀ ଏବଂ  ବୁଦ୍ଧିଜୀବୀ ମାନେ ପରିବାର ହେଲପିଙ୍ଗ ପିପୁଲ ସୋସାଇଟିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି, ଏବଂ ପରିବାର ହେଲପିଙ୍ଗ ପିପୁଲ ସୋସାଇଟି ର ଏହି ଜଳଛତ୍ର ଆଗକୁ ମଧ୍ୟ ଜାରି ରହିବ ବୋଲି ପରିବାର ପକ୍ଷ ରୁ ନିଷ୍ପତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.