Home ଓଡ଼ିଶା ହୀରାକୁଦ ଜଳଭଣ୍ଡାରର ୭ଟି ଗେଟ ବନ୍ଦ

ହୀରାକୁଦ ଜଳଭଣ୍ଡାରର ୭ଟି ଗେଟ ବନ୍ଦ

61

ସମ୍ବଲପୁର,୦୩/୧୦: ଉପରମୁଣ୍ଡରେ ଜଳସ୍ତର କମିବା ଯୋଗୁଁ ହୀରାକୁଦରେ ପୁଣି ବନ୍ଦ ହୋଇଛି ୭ ଟି ଗେଟ । ହୀରାକୁଦ ଜଳଭଣ୍ତାରର ଜଳସ୍ତର ହ୍ରାସ ପାଇଥିବାରୁ ଜଳଭଣ୍ତାର ଗେଟ ବନ୍ଦ କରାଯାଉଛି । ସୂଚନା ଅନୁସାରେ, ଗତକାଲି ମଧ୍ୟାହ୍ନରେ ୫ଟି ଗେଟ ଓ ସନ୍ଧ୍ୟାରେ ୨ ଟି ଗେଟ ବନ୍ଦ ହୋଇଛି ।

। ବର୍ତ୍ତମାନ ମୋଟ ୯ ଟି ଗେଟ ଦେଇ ସେକେଣ୍ତ ପ୍ରତି ୧ ଲକ୍ଷ ୬୮ ହଜାର ୯୧୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଜଳଭଣ୍ତାର ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିବାରୁ ଆହୁରି ଗେଟ ମଧ୍ୟ ବନ୍ଦ ହେବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.