Home ଓଡ଼ିଶା ହାଇୱା ଧକ୍କାରେ ବାଇକ ଚାଳକ ଯୁବକ ଗୁରୁତର

ହାଇୱା ଧକ୍କାରେ ବାଇକ ଚାଳକ ଯୁବକ ଗୁରୁତର

73

ସାଲେପୁର : ୧୮/୦୭ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ସନ୍ଧ୍ୟା ୬ଟା ସମୟରେ ସାଲେପୁର ଫ୍ରେଣ୍ଡସ କଲୋନୀ ଛକ ନିକଟରେ କଟକ ଚାନ୍ଦବାଲି ରାସ୍ତାରେ ଏକ ହାଇୱା ଓ ହଣ୍ଡାସାଇନମଧ୍ୟରେ ଧକ୍କା ହେବାରୁ କେନ୍ଦ୍ରାପଡା ଆଡ଼କୁ ଯାଉଥିବା ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସାଲେପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଗାଡିଟିକୁ ସାଲେପୁର ହାଇସ୍କୁଲ ପଡିଆ ପାଖରେ ଡ୍ରାଇଭର ଛାଡି ଚାଲିଯାଇଥିବା ବେଳେ, ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.