Home ଅପରାଧ ହାଇକୋର୍ଟରେ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଶୁଣାଣି ଶେଷ,ରାୟ ସଂରକ୍ଷିତ

ହାଇକୋର୍ଟରେ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଶୁଣାଣି ଶେଷ,ରାୟ ସଂରକ୍ଷିତ

197

କଟକ୨୦ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏଯି ଚିଟ୍ ଫଣ୍ଡ ମାମଲାରେ ସିବିଆଇ ଗିରଫ କରିଥିବା ପୂର୍ବତନ ଓସିଏ ସମ୍ପାଦକଙ୍କ ଆଜି ହାଇକୋର୍ଟରେ ଜାମିନ ଆବେଦନ ଶୁଣାଣି ହୋଇଛି । ମାନ୍ୟବର ଆଦାଲତ ଜାମିନ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ସୁଚନା ମିଳିଛି । ସୁଚନାଯୋଗ୍ୟ- ଆଶୀର୍ବାଦ ବେହେରା ସିବିଆଇ ଗିରଫ କଲା ପରେ ଶ୍ରୀବେହେରା ସ୍ୱାସ୍ଥ ଗତ କାରଣ ଯୋଗୁ କଟକ ଏସସିବି ବଡ ମେଡିକାଲ କଲେଜ୍ ରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.