Home ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଅଟକ

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଅଟକ

126

ପୁରୀ ୨୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସରକାରୀ ମେଡିକାଲରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ କର୍ମଚାରୀମାନେ ମେଡିକାଲରେ ତାଲା ପକାଇ ଅଟକ ରଖିଥିବା ସୂଚନା ମିଳିଛି। ପୁରୀ ମେଡିକାଲକୁ ପରିଦର୍ଶନରେ ଯାଇଥିବା ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ କର୍ମଚାରୀ ମାନଙ୍କ ବିଭିନ୍ନ ଦାବି ପ୍ରତି କର୍ଣ୍ଣପାତ ନକରିବା କାରଣକୁ ନେଇ କର୍ମଚାରୀ ମାନେ ନିର୍ଦ୍ଦେଶିକାଙ୍କୁ ମେଡିକାଲରେ ତାଲା ପକାଇ ଅଟକ ରଖିବା ପରେ ଜିଲ୍ଲା ସିଡିଏମଓଙ୍କ ଅଫିସରେ ତାଲା ପକାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.