Home Top News ହଳଦିଆର ଆଇଓସିଏଲ୍ ରିଫାଇନାରୀରେ ଅଗ୍ନିକାଣ୍ଡ: ୩ ମୃତ, ୩୦ ରୁ ଅଧିକ ଆହତ

ହଳଦିଆର ଆଇଓସିଏଲ୍ ରିଫାଇନାରୀରେ ଅଗ୍ନିକାଣ୍ଡ: ୩ ମୃତ, ୩୦ ରୁ ଅଧିକ ଆହତ

39

ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର ହଳଦିଆର ଆଇଓସିଏଲ୍ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏ ନେଇ ଚେୟାରମ୍ୟାନ୍-ଇନ୍-କାଉନସିଲ୍, ହଳଦିଆ ମ୍ୟୁନିସିପାଲିଟି ସୂଚନା ପ୍ରଦାନ କରିଛନ୍ତି।

ଆହତମାନଙ୍କୁ କୋଲକାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.