ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗର ହଳଦିଆର ଆଇଓସିଏଲ୍ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏ ନେଇ ଚେୟାରମ୍ୟାନ୍-ଇନ୍-କାଉନସିଲ୍, ହଳଦିଆ ମ୍ୟୁନିସିପାଲିଟି ସୂଚନା ପ୍ରଦାନ କରିଛନ୍ତି।
ଆହତମାନଙ୍କୁ କୋଲକାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।