Home ଓଡ଼ିଶା ସ୍ୱର୍ଗଦ୍ୱାରରେ ପୁରୀ ବାହାର ଶବର ଅନ୍ତିମ ସଂସ୍କାର କଟକଣା ହଟିଲା ଓଡ଼ିଶାଜିଲ୍ଲା ପରିକ୍ରମାପୁରୀସହର ସ୍ୱର୍ଗଦ୍ୱାରରେ ପୁରୀ ବାହାର ଶବର ଅନ୍ତିମ ସଂସ୍କାର କଟକଣା ହଟିଲା By Bureau - October 19, 2020 103 Total0 0 0 0 0ପୁରୀ ୧୯-୧୦ (ଓଡ଼ିଆ ପୁଅ) ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ଥିବା କଟକଣାକୁ ଉଠାଇ ଦିଆଯାଇଛି। ଶେଷକୃତ୍ୟ ସମୟରେ କୋଭିଡ ନିୟମ ପାଳନ କରିବା ଅନିବାର୍ଯ୍ୟ ରହିବ। କରୋନାରେ ମୃତ୍ୟୁ ହୋଇଥିଲେ କିନ୍ତୁ କଟକଣା ବଳବତ୍ତର ରହିବ। Tweet Total0 0 0 0 0