Home ଓଡ଼ିଶା ସ୍ମିତା ରାଣୀ ହତ୍ୟାକାଣ୍ଡ କୁ ନେଇ ଆଜି ବିଜେପିର ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

ସ୍ମିତା ରାଣୀ ହତ୍ୟାକାଣ୍ଡ କୁ ନେଇ ଆଜି ବିଜେପିର ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

206

ଯାଜପୁର,୨୧/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି । ଯାଜପୁରରେ ମହିଳା ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଏହି ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । ଏହିି ଘଟଣାର ସଠିକ୍ ଭାବେ ତଦନ୍ତ କରାନଯାଇ ଏହାକୁ ଚପେଇ ଦିଆଯାଉଥିବା ବିଜେପି ଅଭିଯୋଗ କରିଛି । ତେବେ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ହାତ ରହିଛି କି ନାହିଁ ତାହାର ତଦନ୍ତ ହେଉ ବୋଲି ଦଳ ଦାବି କରିଛି।  ଯାହାର ପ୍ରତିବାଦରେ ଆଜି ଯାଜପୁର ବନ୍ଦ କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.