Home ଓଡ଼ିଶା ସୋରରେ ଲକ୍ଷାଧିକ ଟଙ୍କାର ଲୁଟ

ସୋରରେ ଲକ୍ଷାଧିକ ଟଙ୍କାର ଲୁଟ

251

ବାଲେଶ୍ଵର,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଲୁଟ ହୋଇଛି ଲକ୍ଷାଧିକ ଟଙ୍କାର ସୁନା ଗହଣା । ବାଲେଶ୍ବର ସୋର ଅଞ୍ଚଳରେ ଏହି ଲୁଟ ହୋଇଛି । କେଶପୁର ଗାଁର ଶଶି ମହନ୍ତିଙ୍କ କନ୍ୟାଶ୍ରମରେ ଥିବା ସଙ୍ଗୀତା ଜୁଏଲାରୀରୁ ଚୋରୀ ହୋଇଛି । ଗତକାଲି ରାତିରେ ତାଙ୍କ ଜୁଏଲାରୀ ଦେକାନରୁ ଚୋରମାନେ ୧୦୦ ଗ୍ରାମ ସୁନା ଓ ୬୦୦ ଗ୍ରାମ ରୂପା ଚୋରୀ କରିଛନ୍ତି । ସେହିପରି ନିକଟରେ ଥିବା ତାରିଣୀ ପ୍ଲାଏ ଏଣ୍ଡ ଗ୍ଲାସ୍ ଦୋକାନରୁ ଚୋରମାନେ ଚୋରୀ କରି ନେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.