Home Top News ସେନା ହେଲିକ୍ୟାପ୍ଟର ଦୁର୍ଘଟଣା ପୂର୍ବ ଭିଡ଼ିଓ ଦେଖନ୍ତୁ

ସେନା ହେଲିକ୍ୟାପ୍ଟର ଦୁର୍ଘଟଣା ପୂର୍ବ ଭିଡ଼ିଓ ଦେଖନ୍ତୁ

57

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) କୁନୁର ନିକଟରେ MI -17 ଚପର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବର ଭିଜୁଆଲ୍ ଆସିଛି। ଏହି ହେଲିକପ୍ଟରରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ଅନ୍ୟ ୧୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ CDS ବିପିନ୍‌ ରାୱତ ଏବଂ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଭିଡ଼ିଓଟି ଦୁର୍ଘଟଣାସ୍ଥଳ ନିକଟରେ ସ୍ଥାନୀୟ ଲୋକମାନେ ତାଙ୍କ ମୋବାଇଲ୍ ଫୋନ୍‌ରେ ଉଟାଇଥିବା କୁହାଯାଉଛି।

ଏହି ଭିଡ଼ିଓରେ ଦେଖାଯାଉଛି ଘନ କୁହୁଡ଼ି ମଧ୍ୟରେ କିଛିକ୍ଷଣ ମଧ୍ୟରେ ହେଲିକ୍ୟାପ୍‌ଟରଟି ଲୁଚି ଯାଇଥିଲା। ତେବେ ଏହା ପରେ ଏହା ଭିଷଣ ଶବ୍ଦ କରି କ୍ରାସ୍‌ ହୋଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଥିବା ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.