Home Coronavirus Outbreak ସୁସ୍ଥ ହେଲେ ୨,୩୪୧ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୨,୩୪୧ କରୋନା ଆକ୍ରାନ୍ତ

44

ଭୁବନେଶ୍ୱର ୨୦ ଜୁଲାଇ (ଓଡ଼ିଆ ପୁଅ) ସୁସ୍ଥ ହେଲେ ୨,୩୪୧ କରୋନା ଆକ୍ରାନ୍ତ

୫୭୧ – ଖୋର୍ଦ୍ଦା ଜିଲ୍ଲାରୁ,
୨୮୬ – କଟକ ଜିଲ୍ଲାରୁ,
୧୬୪ – ବଲେଶ୍ୱର ଜିଲ୍ଲାରୁ,
୧୪୧ – ପୁରୀ ଜିଲ୍ଲାରୁ,
୧୨୧ – କେନ୍ଦ୍ରାପଡ଼ା ଜିଲ୍ଲାରୁ,
୧୦୩ – ମୟୁରଭଞ୍ଜ ଜିଲ୍ଲାରୁ,
୯୮ – ଯାଜପୁର ଜିଲ୍ଲାରୁ,
୭୬ – ଜଗତସିଂହପୁର ଜିଲ୍ଲାରୁ,
୭୨ – ନୟାଗଡ଼ ଜିଲ୍ଲାରୁ,
୭୦ – ଢେଙ୍କାନାଳ ଜିଲ୍ଲାରୁ,
୬୫ – ଭଦ୍ରକ ଜିଲ୍ଲାରୁ,
୬୨ – ସୁନ୍ଦରଗଡ଼ ଜିଲ୍ଲାରୁ,
୫୯ – କେନ୍ଦୁଝର ଜିଲ୍ଲାରୁ,
୫୦ – ଅନୁଗୁଳ ଜିଲ୍ଲାରୁ,
୫୦ – ରାୟଗଡ଼ା ଜିଲ୍ଲାରୁ,
୪୫ – ମାଲକାନଗିରି
୩୦ – ସମ୍ବଲପୁର ଜିଲ୍ଲାରୁ,
୨୪ – ବଲାଙ୍ଗୀର ଜିଲ୍ଲାରୁ,
୨୩ – କୋରାପୁଟ ଜିଲ୍ଲାରୁ,
୨୧ – କନ୍ଧମାଳ ଜିଲ୍ଲାରୁ,
୧୭ – ଝାରସୁଗୁଡ଼ା ଜିଲ୍ଲାରୁ,
୧୪ – ସୋନପୁର ଜିଲ୍ଲାରୁ,
୧୧ – ବରଗଡ଼ ଜିଲ୍ଲାରୁ,
୧୧ – ଗଞ୍ଜାମ ଜିଲ୍ଲାରୁ,
୧୧ – କଳାହାଣ୍ଡି ଜିଲ୍ଲାରୁ,
୯ – ନବରଙ୍ଗପୁର ଜିଲ୍ଲାରୁ,
୭ – ଦେବଗଡ଼ ଜିଲ୍ଲାରୁ,
୬ – ଗଜପତିଜିଲ୍ଲାରୁ,
୪ – ବୌଦ୍ଦ ଜିଲ୍ଲାରୁ,
୩ – ନୂଆପଡ଼ା ଜିଲ୍ଲାରୁ,
୧୧୭ – State Pool ରୁ ସୁସ୍ଥ ହୋଇଛନ୍ତି। ତେବେ ଏହାକୁ ମିଶାଇ ମୋଟ ୯୩୫୦୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.