Home Top News ସୁପରଷ୍ଟାର ରଜନୀକାନ୍ତଙ୍କର ଚେନ୍ନାଇରେ ହେଲା ହାର୍ଟ ସର୍ଜରୀ

ସୁପରଷ୍ଟାର ରଜନୀକାନ୍ତଙ୍କର ଚେନ୍ନାଇରେ ହେଲା ହାର୍ଟ ସର୍ଜରୀ

55

ନୂଆ ଦିଲ୍ଲୀ ୨୯ -୧୦ (ଓଡ଼ିଆ ପୁଅ) ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ଦିନ କାରୋଟିଡ ଆର୍ଟେରୀ ରିଭାସ୍କୁଲାରାଇଜେସନ ପ୍ରକ୍ରିୟା ହୋଇଛି ଏବଂ କିଛି ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେବାର ସମ୍ଭାବନା ରହିଛି ବୋଲି ଚେନ୍ନାଇର କାଭେରି ହସ୍ପିଟାଲ ଏକ ବିବୃତ୍ତିରେ କହିଛି।

ସୂଚନାଯୋଗ୍ୟଯେ, ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରପ୍ରାପ୍ତ ସୁପରଷ୍ଚାର ରଜନୀକାନ୍ତ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ରୁଟିନ ଚେକ୍‌ଅପ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତିହୋଇଥିବା ତାରକାଙ୍କ ନିକଟତମ ସୂତ୍ରରୁ ଜଣାପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.