Home Top News ସିକର ଖାଟୁଶ୍ୟାମ ମନ୍ଦିରରେ ଭିଡ଼ କାରଣରୁ ଦଳାଚକଟା: ୩ ମହିଳା ଭକ୍ତଙ୍କ ମୃତ୍ୟୁ

ସିକର ଖାଟୁଶ୍ୟାମ ମନ୍ଦିରରେ ଭିଡ଼ କାରଣରୁ ଦଳାଚକଟା: ୩ ମହିଳା ଭକ୍ତଙ୍କ ମୃତ୍ୟୁ

66

ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ସିକର ଖାଟୁଶ୍ୟାମ ମନ୍ଦିରରୁ ଦୁଃଖଦ ଖବର ଆସୁଛି। ମନ୍ଦିରରେ ଭିଡ଼ କାରଣରୁ ଦଳାଚକଟା ହେବା ଫଳରେ ତିନିଜଣ ମହିଳା ଭକ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.