Home କୋରାପୁଟ ସିଏମଆରଏଫକୁ ଗୋଟିଏ ଦିନର ଦରମା ଦାନକଲେ ଜିଲାପାଳ ଓ ଏଡିଏମ

ସିଏମଆରଏଫକୁ ଗୋଟିଏ ଦିନର ଦରମା ଦାନକଲେ ଜିଲାପାଳ ଓ ଏଡିଏମ

281

କୋରାପୁଟ ୦୭-୦୫-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ (ସିଏମଆରଏଫ୍)କୁ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ଏବଂ ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ୍ ସେମାନଙ୍କର ଗୋଟିଏ ଦିନର ଦରମା ଦାନ କରିଛନ୍ତି। ଜିଲାପାଳ ଓ ଏଡିଏମ୍ ଜିଲା ରାଜସ୍ୱ ଅଧିକାରୀ ଦୀପ୍ତିମୟୀ ପ୍ରଧାନଙ୍କୁ ଭେଟି ଚେକ୍ ପ୍ରଦାନ କରିବା ସହ ଫନି ପ୍ରଭାବୀତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବା ନିମନ୍ତେ ଅନ୍ୟ ଅଧିକାରୀ ଓ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନ, ସାମାଜିକ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.