Home ଓଡ଼ିଶା ସାପ ଧରିବା କୌଶଳ ଶିକ୍ଷା ବେଳେ ଅଘଟଣ, ଅଳ୍ପକେ ବର୍ତିଲେ ଛାତ୍ରୀ

ସାପ ଧରିବା କୌଶଳ ଶିକ୍ଷା ବେଳେ ଅଘଟଣ, ଅଳ୍ପକେ ବର୍ତିଲେ ଛାତ୍ରୀ

88

ହାଟଡ଼ିହି- (ଓଡ଼ିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡ ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେ ବେଆଇନ ଭାବେ ଶିଖା ଯାଉଥିଲା ସାପ ଧରିବା କୌଶଳ। ନାଁ ସେଠାରେ ଥିଲେ କୌଣସି ତାଲିମ ପ୍ରାପ୍ତ ଶିକ୍ଷକ ନାଁ ଥିଲେ ଜଙ୍ଗଲ ବିଭାଗ ର କର୍ମଚାରୀ। କୌଶଳ ଶିଖେଇବା ସମୟରେ ସର୍ପ ଦଂଶନ ରୁ ଅଳ୍ପକେ ବର୍ତୀଲେ ଛାତ୍ରୀ। ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଭାଇରାଲ ପରେ ଜଙ୍ଗଲ ବିଭାଗ ର ତନାଘନା ଜାରି। ଭିଡିଓ କୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଙ୍ଗଲ ବିଭାଗ ର ସମନ ସହ ଅଧିକ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.