Home ଓଡ଼ିଶା ସର୍ବ ଶେଷ୍ଠ ଗୁରୁ ରାଧାକ୍ରୀଷ୍ଣନ୍ ଙ୍କ ଜନ୍ମ ଜୟନ୍ତି ପାଳିତ

ସର୍ବ ଶେଷ୍ଠ ଗୁରୁ ରାଧାକ୍ରୀଷ୍ଣନ୍ ଙ୍କ ଜନ୍ମ ଜୟନ୍ତି ପାଳିତ

106

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୯- ସର୍ବପଲ୍ଲୀ  ରାଧାକ୍ରୀଷ୍ଣନ ଙ୍କ ଜନ୍ମ ଜୟନ୍ତି କୁ ଗୁରୁ ଦିବସ ଭାବେ ପାଳନ କରାଯାଉଅଛି । ସେ ଥିଲେ ସର୍ବଶେଷ୍ଠ ଗୁରୁ । କରୋନା କଟକଣା ରେ ପ୍ରପିଡିତ ହୋଇଥିଲେ ମଧ୍ୟ ଗୁରୁ ଦିବସ କୁ ରଣପୁର ବାସୀ ଭୁଲିନାହାଁନ୍ତି ।

ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ଟିୟୁସନ୍ କେନ୍ଦ୍ର ରେ ରଣପୁର ଅଂଚଳ ରେ ଗୁରୁ ଦିବସ କୁ ଯଥା ସମ୍ଭବ ସମ୍ମାନ ଦେଇ ପାଳନ କରାଯାଇଥିବା ଜଣାପଡିଛି ।  ରଣପୁର ମହାବିଦ୍ୟାଳୟ ର ଇଂଗ୍ରାଜୀ ଅଧ୍ୟାପକ ନରେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଟିୟୁସନ୍ କେନ୍ଦ୍ର ରେ ଛାତ୍ର ଛାତ୍ରୀ ମାନଙ୍କୁ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ କୁ କାହିଁକି ଶ୍ରେଷ୍ଠ ଗୁରୁ ମାନ୍ୟତା ଦିଆଯାଉଛି । ସେ ସର୍ମ୍ପକ ରେ ଶିଷ୍ୟ ଓ ଶିଷ୍ୟା ମାନଙ୍କୁ ବୁଝା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.