Home ଜିଲ୍ଲା ପରିକ୍ରମା ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଏଙ୍କର ତାଲିକା ପ୍ରକାଶ ପାଇଲା

ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଏଙ୍କର ତାଲିକା ପ୍ରକାଶ ପାଇଲା

84

ସମ୍ବଲପୁର, ୨୪/୧୨ (ଓଡ଼ିଆ ପୁଅ) ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆଗାମୀ ଜାନୁୟାରୀ ୪, ୫ ଓ ୬ ତାରିଖ ଦିନ ବିର୍ଶା ମୁଂଡ଼ା ପିଏଚଡ଼ି ଗ୍ରାଉଂଡ଼ଠାରେ ହେବାକୁ ଥିବା ଲୋକ ମହୋତ୍ସବ ପାଇଁ ମଂଚ ସଂଯୋଜକ ମାନଙ୍କ ମନୋନୟନ ପ୍ରକ୍ରୀୟା ସମ୍ପୁର୍ଣ ହୋଇଛି। ଏଥର ମହୋତ୍ସବ ଏଙ୍କରିଂ ପାଇଁ ତର୍ପଣ କୁମାର ପ୍ରଧାନ, ରାମଶୀଷ ତ୍ରୀପାଠି, ମାନସ ରଞନ ମିଶ୍ର, ଅଞନ କୁମାର ପ୍ରଧାନ, ସିମନ୍ତିକା ଦାସ, ଭବାନୀ ରଣବିଡ଼ା, ଦେବାଶୀଷ ବେହେରା, ବିପିନ ପଂଡ଼ା, ଗୀତା ଚାନ୍ଦ, ରାଜ ନନ୍ଦିନୀ ମିଶ୍ର, ପ୍ରତ୍ୟୁଷ ଦାଶ, ତ୍ରୀଷ୍ନା ସୁନା, ପ୍ରିତମ ଦାଶ, ସଂଧ୍ୟା ରାଣୀ ପୃଷ୍ଟି, ମିମାଂଶା ରଥ, ରଶ୍ମୀ ରଞନ ମିଶ୍ର, କ୍ରୀଷ୍ନା ପଂଡ଼ା, ସୁସ୍ମୀତା ପଟ୍ଟନାୟକ ମନୋନିତ ହୋଇଛନ୍ତି। ଗତକାଲି ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଏହି ମନୋନୟନ ପରୀକ୍ଷା କରାଯାଇଥିଲା। ଏଥର ସମ୍ବଲପୁରୀ, ଇଂରାଜୀ ପ୍ରଭୃତି ଭାଷାରେ କାର୍ଯ୍ୟକ୍ରମ ସଂଯୋଜନା କରାଯିବାକୁ ସ୍ତିର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.