Home Top News ସମ୍ପୂର୍ଣ୍ଣ ହାଡ଼କୋର ପର୍ଣ୍ଣୋଗ୍ରାଫି ମିଶି ଦେଖିବେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ! ପାଠ୍ୟକ୍ରମ ପ୍ରଦାନ କରିବାକୁ...

ସମ୍ପୂର୍ଣ୍ଣ ହାଡ଼କୋର ପର୍ଣ୍ଣୋଗ୍ରାଫି ମିଶି ଦେଖିବେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ! ପାଠ୍ୟକ୍ରମ ପ୍ରଦାନ କରିବାକୁ ଯାଉଛି ଏହି କଲେଜ

99

ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଆମେରୀକାର ସଲ୍ଟ ଲେକ୍ ସିଟିରେ ଅବସ୍ଥିତ ୱେଷ୍ଟମିନିଷ୍ଟର୍ କଲେଜ ଦୁଇଟି କ୍ରେଡିଟ୍ ଇଲେକ୍ଟିଭ୍ ଭାବରେ ପାଠ୍ୟକ୍ରମ ପ୍ରଦାନ କରିବାକୁ ଯାଉଛି ୟାହା ମେ ୯ ରୁ ଜୁନ୍ ୪ ପର୍ଯ୍ୟନ୍ତ ଚାଲିବ। ପାଠ୍ୟକ୍ରମରେ ବର୍ଣ୍ଣନା ଅନୁଯାୟୀ, ଜାତି, ଶ୍ରେଣୀ, ଏବଂ ଲିଙ୍ଗର ଯୌନ ସମ୍ବନ୍ଧକୁ ଏକ ପରୀକ୍ଷାମୂଳକ, ମୂଳ କଳା ରୂପ ଭାବରେ ଆଲୋଚନା କରିବା ପୂର୍ବରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବେ ଏବଂ ବିଶ୍ଳେଷଣ କରିବେ।

ୱେଷ୍ଟମିନିଷ୍ଟର କଲେଜର ଜଣେ ମୁଖପାତ୍ର କହିଛନ୍ତି ଯେ, ବର୍ଣ୍ଣନା ଏବଂ ପାଠ୍ୟକ୍ରମ ଉଦ୍ବେଗଜନକ ହୋଇପାରେ, କଲେଜ ବିଶ୍ୱାସ କରେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଶ୍ଳୀଳତାର ପ୍ରଭାବ ଏବଂ ଡିଜିଟାଲ ମିଡିଆର ସଂସ୍କୃତି ଉପରେ ଏହାର ପ୍ରଭାବ ବିଷୟରେ କିପରି ଚିନ୍ତା କରିବେ ତେଣୁ ଏହି ବିଷୟ ଛାତ୍ରମାନଙ୍କୁ ସାହାଯ୍ୟ କରିବ।

କିନ୍ତୁ ବର୍ତ୍ତମାନ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପାଠ୍ୟକ୍ରମ ବିରୁଦ୍ଧରେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.