Home କେନ୍ଦୁଝର ସମିର ମହାନ୍ତି ଓ ଶାରଦା ସତପଥିଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନା

ସମିର ମହାନ୍ତି ଓ ଶାରଦା ସତପଥିଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନା

175

ହାଟଡିହି ୧୪ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଓ ପୁର୍ବତନ ସଂଗଠନ ମନ୍ତ୍ରୀ ସାରଦା ସତପଥି କରୋନା ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ଆଶୁ ଆରୋଗ୍ୟ କାମନାକରି ଆଜି ବିଜେପି ପକ୍ଷରୁ ମରୈଗାଁ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଦ୍ୱୀପ ଦାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ସମେତ ସୁଶାନ୍ତ ଜେନା, ବଳଭଦ୍ର ବାରିକ, ହରମୋହନ ଶାସିନି, ସୁଦର୍ଶନ କାଣ୍ଡିଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.