Home ଜିଲ୍ଲା ପରିକ୍ରମା ସମାଜସେବୀ ଗଙ୍ଗାଧର ଦାସଙ୍କ ସ୍ମୃତିଚାରଣ ସଭା

ସମାଜସେବୀ ଗଙ୍ଗାଧର ଦାସଙ୍କ ସ୍ମୃତିଚାରଣ ସଭା

11

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରିକପୁର ଉତ୍କଳମଣି ସାହିତ୍ୟ ସଂସଦ ଆନୁକୂଲ୍ୟରେ ରବିବାର ନବବର୍ଷ ପାଳନ ଅବସରରେ ସ୍ୱର୍ଗତ ସମାଜସେବୀ ଗଙ୍ଗାଧର ଦାସଙ୍କ ସ୍ମୃତିସଭା ସମାଜସେବୀ ଅକ୍ଷୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ ନାରାୟଣ ଚନ୍ଦ୍ର ନାୟକ, ରବିନ୍ଦ୍ର ନନ୍ଦ, କରୁଣାକର ବାରିକ, ଘନଶ୍ୟାମ ସ୍ୱାଇଁ, କବି ସନ୍ତୋଷ କୁମାର ସାହୁ, ପୀତବାସ ପଣ୍ଡା, ସାହିତ୍ୟିକ ବୃନ୍ଦାବନ ରାଉଳ, ଡା.ନିରଞ୍ଜନ ଓଝା, ମହେନ୍ଦ୍ର କୁମାର ଜେନା, ଉମାକାନ୍ତ ମଲ୍ଲିକ, ମଳୟ ରଞ୍ଜନ ପଣ୍ଡା, ବସନ୍ତ କୁମାର ରାଉତ, ରାଜେଶ ମିଶ୍ର, ଜଗନ୍ନାଥ ନାୟକ, ସୀତାକାନ୍ତ ପଣ୍ଡା, ଭାସ୍କର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପୁରୁଷୋତ୍ତମ ଧଳ ଅତିଥି ପରିଚୟ ଓ ଶ୍ରୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.