Home ଜିଲ୍ଲା ପରିକ୍ରମା ସଟଡାଉନ ବେଳେ ଖବର କାଗଜ ବିତରଣ କଟକଣାମୁକ୍ତ

ସଟଡାଉନ ବେଳେ ଖବର କାଗଜ ବିତରଣ କଟକଣାମୁକ୍ତ

160

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ଶନିବାର ଓ ରବିବାର ସଟଡାଉନ ବେଳେ ଖବରକାଗଜ ବିତରଣ କଟକଣା ମୁକ୍ତ ରହିବ । ଏହା ସ୍ପଷ୍ଟ କରିଛନ୍ତି ଭଦ୍ରକ ଜିଲାପାଳ ଡ.ଜ୍ଞାନ ଦାସ । ଖବରକାଗଜ ବିତରଣ ଉପରେ ପ୍ରଶାସନ ପକ୍ଷରୁ କୌଣସି କଟକଣା ରୁଜୁ ହୋଇନାହିଁ ବୋଲି ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ଗଣମାଧ୍ୟମ ଅଥବା ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ସଟଡାଉନ ସମୟରେ ଖବର ସଂଗ୍ରହ ତଥା ତତସମ୍ପର୍କିତ କାର୍ଯ୍ୟନିର୍ବାହ ଲାଗି କୌଣସି ସ୍ୱତନ୍ତ୍ର ପାସ ହାସଲ କରିବାର ଆବଶ୍ୟକତା ନାହିଁ । ନିଜର ପରିଚୟପତ୍ର ହିଁ ପାସ୍ ବୋଲି କହିଛନ୍ତି ଜିଲାପାଳ ଡ.ଜ୍ଞାନ ଦାସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.