Home Top News ସଜ୍ଞା, ବିଶେଷଣ, କ୍ରିୟା ସର୍ବନାମ : ଅନନ୍ୟ ଢଙ୍ଗରେ ପଢ଼େଇବା ଏକ କୌଶଳ – ଦେଖନ୍ତୁ...

ସଜ୍ଞା, ବିଶେଷଣ, କ୍ରିୟା ସର୍ବନାମ : ଅନନ୍ୟ ଢଙ୍ଗରେ ପଢ଼େଇବା ଏକ କୌଶଳ – ଦେଖନ୍ତୁ ଭିଡ଼ିଓ

27

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଦିନକୁ ଦିନ ସୋସିଆଲ ମିଡ଼ିଆରେ ନୂଆ ନୂଆ କୌଶଳ ପ୍ରକାଶ ପାଉଛି। ଏହି କୌଶଳ ଗୁଡ଼ିକ ସମାଜର କାର୍ଯ୍ୟକୁ ସହଜ କରାଇବାରେ କେତେବେଳେ ସାହାଯ୍ୟ କରିଥାଏ ତ କେତେବେଳେ ନୂଆ ଢଙ୍ଗ ମଧ୍ୟ କିଛି ନୂଆ ଶିଖିବାକୁ ପ୍ରେରଣା ଦେଇଥାଏ। ଏହା ଦ୍ବାରା ସମାଜରେ ଅନେକ ନୂଆ କୌଶଳ ଶିଖିବାକୁ ମିଳିଥାଏ। ଏହିପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଅବଶ୍ୟ ହିନ୍ଦି ଭାଷାରେ। କିନ୍ତୁ ସଜ୍ଞା, ବିଶେଷଣ, କ୍ରିୟା ସର୍ବନାମ ହିନ୍ଦି ବ୍ୟାକରଣ ପଢ଼ାଇବାର ଏକ ନୂଆ କୌଶଳ ଯାହାକି ଛାତ୍ରଛାତ୍ରୀମାନଙ୍କ ପାଇଁ ସହଜରେ ବ୍ୟାକରଣ ଶିଖାଇବାରେ ସହାୟକ ହେବ। ତେଣୁ ଶିକ୍ଷକମାନଙ୍କର ଏଭଳି କୌଶଳ ନିଶ୍ଚିତ ଭାବରେ ପ୍ରଶଂସଯୋଗ୍ୟ। ଆପଣ ଯଦି ଏହିପରି କୌଣସି କୌଶଳ ଜଣାଇବାକୁ ଚାହାଁନ୍ତି ତେବେ ଆମକୁ ଆମର ଇମେଲରେ ପଠାନ୍ତୁ। ଆମର ଇମେଲ ଠିକଣା [email protected] ଦେଖନ୍ତୁ ଭିଡ଼ିଓ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.